Cricket

ଚେନ୍ନାଇ ୫ ଥର ଆଇପିଏଲ ବିଜେତା

ବ୍ୟାଟରଙ୍କ ମିଳିତ ଅବଦାନ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୫ ୱିକେଟ୍‌ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି ପଞ୍ଚମ ଥର ଆଇପିଏଲ୍‌ ଟ୍ରଫି ଜିତିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୧୪/୪ ସ୍କୋର କରିଥିଲା। କିନ୍ତୁ ଚେନ୍ନାଇ ବ୍ୟାଟିଂ ବେଳକୁ ବର୍ଷା ହେବାରୁ ମ୍ୟାଚ୍‌ ୧୫ ଓଭରକୁ କମାଇ ଦିଆଯାଇଥିଲା ଓ ଲକ୍ଷ୍ୟ ୧୭୧ରନ୍‌ ଧାର୍ଯ୍ୟ ହୋଇଥିଲା। ଶେଷ ଦୁଇ ବଲ୍‌ରୁ ୧୦ ରନ୍‌ ଉଠାଇ ଚେନ୍ନାଇକୁ ରବୀନ୍ଦ୍ର ଜାଦେଜା ଜିତାଇବା ସହ ‌ମହେନ୍ଦ୍ର ସିଂହ ଧୋନି ଓ ଅମ୍ବାତି ରାୟୁଡୁଙ୍କୁ ସ୍ମରଣୀୟ ବିଦାୟ ଜଣାଇଛନ୍ତି। ସେହି ମୋଟେରାରେ ଉଦ୍‌ଘାଟନୀ ମ୍ୟାଚ୍‌ର ମଧୁର ପ୍ରତିଶୋଧ ମଧ୍ୟ ନେଇଯାଇଥିଲା ଧୋନି ବାହିନୀ।

Related posts

କ୍ରକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ କେଦାର ଯାଦବ

Odisha Sports Bureau

ସ୍ମୃତି ମନ୍ଧାନାଙ୍କ ନାଁରେ ନୂଆ ରେକର୍ଡ

Odisha Sports Bureau

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ରହିବେନି ଇଶାନ କିଷନ