Cricket

ଆମେରିକୀୟ କ୍ରିକେଟ ଟିମକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ବେସ୍ବଲ୍’ ପ୍ରତି ଶ୍ରଦ୍ଧା ଭଳି ଆମେରିକାରେ ‘କ୍ରିକେଟ୍’ ପ୍ରତି ବି ଶ୍ରଦ୍ଧା ବଢୁଛି। ଚଳିତ ବର୍ଷ ଭାରତରେ ହେବାକୁ ଥିବା କ୍ରିକେଟ୍ ବିଶ୍ବକପ୍ ଖେଳିବା ନିମନ୍ତେ ଯୋଗ୍ୟତା ହାସଲ କରିବାକୁ ଚେଷ୍ଟା ଆମେରିକୀୟ କ୍ରିକେଟ୍ ଟିମ୍ ଚଳାଇଛି।ମୁଁ ସେମାନଙ୍କର ସୌଭାଗ୍ୟ ଓ ସଫଳତା କାମନା କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାତିରେ ହ୍ବାଇଟ୍ ହାଉସରେ ଆୟୋଜିତ ‘ୟୁଏସ୍ ଷ୍ଟେଟ୍ ଡିନର’ରେ କହିଛନ୍ତି।ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଭାରତରେ ପିଲାମାନେ ‘ସ୍ପାଇଡର୍ମ୍ୟାନ୍’ ହେଉଛନ୍ତି ଏବଂ ଆମେରିକାର ଯୁବାମାନେ ‘ନାଟୁ ନାଟୁ’ ସଙ୍ଗୀତର ତାଳେ ତାଳେ ନୃତ୍ୟ କରୁଛନ୍ତି। ଭାରତୀୟ ଓ ଆମେରିକୀୟମାନେ ପରସ୍ପରର ନିବିଡ଼ତର ହେଉଛନ୍ତି।

Related posts

ରୋହିତ ଶର୍ମାଙ୍କୁ ଉପହାର ଦେଲେ ନୀତା ଅମ୍ବାନୀ

ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି କେଏଲ ରାହୁଲ; କୋଚ୍ ଦ୍ରାବିଡ କହିଲେ କାରଣ

Odisha Sports Bureau

ଟିମ୍ ରେ ଧୋନିଙ୍କ ଯୋଗଦାନକୁ ନେଇ କପିିଲ ଦେବ କହିଥିଲେ କିଛି ଏପରି କଥା

Odisha Sports Bureau