More Sports

ଜାତୀୟ ମାଷ୍ଟର୍ସ ଶକ୍ତି ଉତ୍ତୋଳନ ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ବର:   ଆନ୍ଧ୍ରପ୍ରଦେଶରେ ଜୁଲାଇ ୧୨ରୁ ୧୬ ତାରିଖ ପର୍ୟ୍ୟନ୍ତ ଖେଳାଯିବାକୁ ଥିବା ଜାତୀୟ ମାଷ୍ଟର୍ସ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ପାଇଁ ଏକ ୧୫ ଜଣିଆ ଓଡ଼ିଶା ଦଳ ଗସ୍ତ କରିଛି । ଯାତ୍ରା ପୂର୍ବରୁ ଓଡ଼ିଶା ଦଳକୁ ରାଜ୍ୟ ଶକ୍ତିଉତ୍ତୋଳନ ସଂଘ ସମ୍ପାଦକ ଚିତ୍ତରଂଜନ ସ୍ବାଇଁ ଏବଂ ହରି ପ୍ରସାଦ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଦଳରେ ଗୀତାଞ୍ଜଳି ନାୟକ, ଶର୍ମିଷ୍ଠା ସେନାପତି, ଉମାକାନ୍ତ ବେହେରା, ପ୍ରଫୁଲ୍ଲ ଅମାନ୍ତ୍ୟ, ନିରଂଜନ ବେବର୍ତା ପଟ୍ଟନାୟକ, ଈଶ୍ବର ଚନ୍ଦ୍ର ଭୂତିଆ, ସୁଶୀଲ କୁମାର ବିଶ୍ବାଳ, ରାମଚନ୍ଦ୍ର ରଥ, ସୁଜିତ କୁମାର ଗିରି, ଗୋପାଳ ଚନ୍ଦ୍ର ଦାସ, କୃଷ୍ଣଚନ୍ଦ୍ର ସାହୁ, ବାବୁଲା ସାମଲ, ନାରାୟଣ ସେଠୀ ଏବଂ ପ୍ରଶିକ୍ଷକ ରାକେଶ ଶତପଥୀ ଓ ପ୍ରବନ୍ଧକ ସତ୍ୟଜିତ ପଟ୍ଟନାୟକ ଅଛନ୍ତି ।

Related posts

ଲୋଜାନ୍‌ ଡାଇମଣ୍ଡ୍‌ ଲିଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅତିଆର କଲେ ନୀରଜ ଚୋପ୍ରା

Odisha Sports Bureau

କୋଭିଡ-୧୯ ମଧ୍ୟରେ ୧୦୦ ମିଟର ଦୌଡ଼ରେ ନନ୍ଦା

ସାକ୍ଷି, ରାହୁଲ ଅୱରେ ଭାରତୀୟ ଟିମରେ ଶାମିଲ

Odisha Sports Bureau