Cricket

ଅଧିନାୟକ ରୋହିତ ଶର୍ମା କ୍ରିକେଟର ଶୁଭମନ ଗିଲଙ୍କୁ ପାଗଳ ବୋଲି କହିଛନ୍ତି

ବ୍ୟୁରୋ:ଏସିଆ କପ ୨୦୨୩ର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ- ଶ୍ରୀଲଙ୍କା । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ବ୍ୟାଟିଂ କରିଥିଲା । କିନ୍ତୁ ଭାରତୀୟ ଖେଳାଳୀଙ୍କ ଆଗରେ ଫିକାପଡିଥିଲା ତାଙ୍କ ବ୍ୟାଟିଂ । ଶେଷରେ ଶ୍ରୀଲଙ୍କା ସମସ୍ତ ୟୁକେଟ ହରାଇ ୧୫ ଓଭରରେ ୫୦ ରନ ସଂଘହ କରିପାରିଥିଲା । ୫୦ ରନକୁ ଲକ୍ଷ କରି ଭାରତ ୬ ଓଭରରେ ୫୧ ରନ କରି ଏସିଆ କପ ୨୦୨୩ ରେ ଚମ୍ପିଆନ ହୋଇଛି । ତେବେ ମ୍ୟାଚ ଚାଲିଥିବା ସମୟରେ ଏକ ଭିଡିିଓ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଯେଉଁଥିଲେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା , କ୍ରିକେଟର ଶୁଭମନ ଗିଲଙ୍କୁ ପାଗଳ ବୋଲି କହିଛନ୍ତି । ସେହି ଭିଡିଓରେ ଦେଖିବାକୁ ମିଳିଛି ଯେ ଶଭମନ କିଛି କଥା କହିବା ପରେ ରୋହିତ ତାଙ୍କୁ କହିଛନ୍ତି ଏଭଳି ହୋଇପାରିବ ନାହିଁ । ତାପରେ ତୁମେ ପାଗଳ ବୋଲି କହିଛନ୍ତି ରୋହିତ ଶର୍ମା । ତେବେ ଏଠି ପଶ୍ନ ଉଠୁଛି ଗିଲ ଏମିତି କଣ କହିଲେ ଯେ ରୋହିତ ତାଙ୍କୁ ପାଗଳ ବୋଲି କହିଛନ୍ତି ।

Related posts

ଭାରତୀୟ ଦଳରେ ପରିବର୍ତ୍ତନର ଆବଶ୍ୟକତା ରହିଛି; ବିରେନ୍ଦ୍ର ସେହୱାଗ୍

Odisha Sports Bureau

ନର୍ଭସ ନାଇଣ୍ଟିଜରେ ଶୁଭମନ ଗିଲଙ୍କ ଏଣ୍ଟ୍ରି; ପ୍ରଥମ ଥର ପୁରା କରିପାରିଲେନି ଶତକ

Odisha Sports Bureau

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆରେ ଜିତିଲା ଭାରତ

Odisha Sports Bureau