Gymnastic

ଜାତୀୟ ବରି‌ଷ୍ଠ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଆରମ୍ଭ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ ସ୍ଥିତ ଜିମ୍ନାଷ୍ଟିକ୍ସ କେନ୍ଦ୍ରଠାରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି ଜାତୀୟ ବରି‌ଷ୍ଠ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା। ପ୍ରଥମ ଦିନରେ ଅଲରାଉଣ୍ଡର ରାକେଶ ପାତ୍ର ଶୀର୍ଷରେ ରହିଥିଲା ବେଳେ ଦଳଗତରେ ରେଳବାଇ ୨୯୩ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ଜିତିଛି। ଓଡ଼ିଶା (୨୯୦.୪୦) କାଂଶସ୍ୟ ଓ ସର୍ଭିସେସ୍‌ (୨୯୨.୧୦) ରୌପ୍ୟ ପାଇଛି। ମଙ୍ଗଳବାର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ କ୍ରୀଡ଼ା ନିର୍ଦେଶକ ସିଦ୍ଧାର୍ଥ ଦାସ, ଓଡ଼ିଶା ଅଲିମ୍ପିକ ସଂଘର ସମ୍ପାଦକ ଅଭିଜିତ ପଲ ଯୋଗ‌ ଦେଇଥିଲେ।

Related posts

ଶ୍ରୀମନ୍ଦିର ସେବାୟତଙ୍କ ଜିମ୍ନାଷ୍ଟ ପୁଅ ତପନ ଯୋଗ୍ୟତା ଅର୍ଜନର ନିକଟତର

ତିନିଜଣ ଜିମ୍ନାଷ୍ଟ ହଙ୍ଗେରିର ସୋଜୋମାଥେଲି ଠାରେ ଆୟୋଜିତ ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଡି ଜିମ୍ନାଷ୍ଟିକ୍ବିଶ୍ୱ ଚ୍ୟାଲେଞ୍ଜ କପରେ ପ୍ରତିଦ୍ୱନ୍ଦ୍ୱିତା କରିବେ

Odisha Sports Bureau

କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡୀମନ୍ତ୍ରୀ