Gymnastic

କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡୀମନ୍ତ୍ରୀ

ବ୍ୟୁରୋ-:କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡୀମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ । ୨୦୨୫ ଜିମ୍ନାଷ୍ଟିକ୍ସ ଏସୀୟ ଚାମ୍ପିଅନସିପରେ ସିନିୟର ମହିଳା ଭଲ୍ଟରେ କାଂସ୍ୟ  ଜିତିଥିବାରୁ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ଶୁଭେଚ୍ଚା ଜଣାଇଥିଲେ । ଏବଂ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ୭୫,୦୦୦ ଟଙ୍କା ପୁରସ୍କାର ସହିତ ସମ୍ମାନିତ କରିଥିଲେ। ସେହିଭଳି ୩୮ତମ U9 ଚେସ୍ ଚାମ୍ପିଅନସିପ ୨୦୨୫ରେ, ପ୍ରୋ-ଚେସ୍-ଟିଏର କ୍ୟାଡେଟ୍ ସାତ୍ତ୍ୱିକ ସ୍ୱାଇଁଙ୍କୁ ୩୦,୦୦୦ ଟଙ୍କା ପୁରସ୍କାର ସହିତ ସମ୍ମାନିତ କରିଥିଲେ।

Related posts

ଶ୍ରୀମନ୍ଦିର ସେବାୟତଙ୍କ ଜିମ୍ନାଷ୍ଟ ପୁଅ ତପନ ଯୋଗ୍ୟତା ଅର୍ଜନର ନିକଟତର

କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ମିତଲ ଓ ନିପ୍ପନ ଷ୍ଟିଲ ପ୍ଲାଣ୍ଟର ସିଇଓ

ତିନିଜଣ ଜିମ୍ନାଷ୍ଟ ହଙ୍ଗେରିର ସୋଜୋମାଥେଲି ଠାରେ ଆୟୋଜିତ ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଡି ଜିମ୍ନାଷ୍ଟିକ୍ବିଶ୍ୱ ଚ୍ୟାଲେଞ୍ଜ କପରେ ପ୍ରତିଦ୍ୱନ୍ଦ୍ୱିତା କରିବେ

Odisha Sports Bureau