Cricket

୧୬ ତାରିଖରେ ହେବ ମିନି ଅକ୍ସନ

ନୂଆଦିଲ୍ଲୀ: ସମସ୍ତ ଫ୍ରାଞ୍ଚାଇଜ୍ ଆଇପିଏଲ୍ ୨୦୨୬ ପାଇଁ, ସେମାନଙ୍କ ରିଟେନ୍ ଏବଂ ରିଲିଜ୍ ହୋଇଥିବା ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି । ଡିସେମ୍ବର ୧୬ ତାରିଖରେ ଆବୁଧାବିରେ ହେବାକୁ ଯାଉଛି ୨୦୨୬ ମିନି ଅକ୍ସନ । ନିଲାମରେ କୋଲକାତା ନାଇଟ୍ ରାଇଡର୍ସର ସର୍ବାଧିକ ପର୍ସ ରହିବ। ନିଲାମ ପୂର୍ବରୁ ଦଳଗୁଡ଼ିକ ଅନେକ ଖେଳାଳିଙ୍କୁ ମୁକ୍ତ କରିଛନ୍ତି। ତଥାପି, ନିଲାମ ପୂର୍ବରୁ ଆଇପିଏଲ୍ ୨୦୨୬ ପାଇଁ ଦଶଟି ଫ୍ରାଞ୍ଚାଇଜ୍ ମଧ୍ୟରୁ ଆଠଟି ଅଧିନାୟକ ନିଶ୍ଚିତ ହୋଇଛନ୍ତି।

IPL 2025 Mega Auction: Who will be the biggest bids? - IPL News | The  Financial Express

Related posts

ଅଭିଜ୍ଞାନ କୁଣ୍ଡୁଙ୍କ ଅପରାଜିତ ଦ୍ୱିଶତକ,ମାଲେସିଆକୁ ୪୦୯ ରନ୍‌ର ଟାର୍ଗେଟ

Odisha Sports Bureau

ଟି-୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇତିହାସ ସୃଷ୍ଟି କଲେ ସ୍ପିନର

Odisha Sports Bureau

ପାକିସ୍ତାନର ୩ ଖେଳାଳିଙ୍କଠାରୁ ଟିମ୍ ଇଣ୍ଡିଆକୁ ରହିବାକୁ ପଡିବ ସତର୍କ; ମ୍ୟାଚର ଗତି ବଦଳାଇ ପାରିନ୍ତି ଏହି ୩ ଖେଳାଳି ।

Odisha Sports Bureau