Cricket

ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର

ଜୟ ଶାହଙ୍କୁ ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି୨୦ ବିଶ୍ୱକପକୁ ନେଇ ଚାଲିଥିବା ବିବାଦ ମଧ୍ୟରେ, ପାକ୍ର ଜଣେ ୟୁଟ୍ୟୁବର ଆଇ.ସି.ସିକୁ ଚେତାବନୀ ଦେଇଛନ୍ତି । ଯେଉଁ ୟୁଟ୍ୟୁବର ଜଣଙ୍କ ହେଲେ ଅର୍ଶଲାନ ନସିର୍ । ୧୫ ଭିଡିରେ ଅର୍ଶଲାନ କହିଛନ୍ତି, ଆଇସିସିର ଅଫିସ ଦୁବାଇରେ ରହିଛି । ଯେଉଁଥିପାଇଁ ଏହା ନିରାପଦ ଅଛି ।

ନହଲେ ଲୋକେ ହାତ ଉଠାଇବାକୁ ବିଳମ୍ବ କରିନଥାନ୍ତେ । ଭାରତରେ ଏହା ଥିଲେ ପାକିସ୍ତାନୀମାନେ ଏହା ଉପରେ ବୋମା ପକାଇ ଦେଇଥାନ୍ତେ । ଏହାସହ ସେ ବିସିସିଆଇକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଏବଂ ଆଇସିସି ମୁଖ୍ୟ ଜୟ ଶାହଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରୟୋଗ କରିଛନ୍ତି ।

Related posts

ଫ୍ଲେକ୍ସିବିଲିଟି ପ୍ରଶ୍ନ ଉପରେ କ୍ୟାପଟେନ ରୋହିତ ଶର୍ମାଙ୍କ ଜବାବ ଭାଇରାଲ

Odisha Sports Bureau

12 ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ଦକ୍ଷିଣ ଆଫ୍ରିକାକୁ ସମସ୍ୟାରେ ପକାଇ ଦେଇଥିଲେ

Odisha Sports Bureau

ଆଜଲାନ ଶାହ କପ, ଭାରତ ରନର୍ସଅପ

Odisha Sports Bureau