Cricket

ପୁଣି ଥରେ ବିଶ୍ୱର ନମ୍ବର ୱାନ ସ୍ମୃତି ମନ୍ଧାନା

ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା, ପୁଣି ଥରେ ବିଶ୍ୱର ନମ୍ବର ୱାନଡେ ବ୍ୟାଟସମ୍ୟାନ୍ ହୋଇଛନ୍ତି। ମଙ୍ଗଳବାର ଦିନ ICC ଦ୍ୱାରା ପ୍ରକାଶିତ ସଦ୍ୟତମ ମହିଳା ଓନଡେ ରାଙ୍କିଙ୍ଗରେ ମନ୍ଧାନା ଦକ୍ଷିଣ ଆଫ୍ରିକାର ଲୌରା ୱଲଭାର୍ଡଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ସମୟରେ, ଆଲାନା କିଙ୍ଗ ଚାରି ବର୍ଷ ଧରି ଶୀର୍ଷ ସ୍ଥାନରେ ଥିବା ସୋଫି ଏକଲେଷ୍ଟୋନଙ୍କୁ ପଛରେ ପକାଇ ବୋଲିଂ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି।

Related posts

କୋହଲି ଓ ଗୌତମ ମଧ୍ୟରେ ମାରପିଟ

ଟି-୨୦ ମହିଳା ବିଶ୍ୱକପରୁ ବାଦ ପଡିଲା ଟିମ୍ ଇଣ୍ଡିଆ

Odisha Sports Bureau

କେପଟାଉନରେ ବାଜିଲା ‘ରାମ ସିୟା ରାମ’ ଗୀତ ମଇଦାନରେ ହାତ ଯୋଡିଲେ କୋହଲି

Odisha Sports Bureau