Cricket

ଆଇଚର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ

ଚୌଦ୍ୱାର : ଗୋପବନ୍ଧୁ ହାଇସ୍କୁଲ ପଡ଼ିଆରେ ଏକଦିବସୀୟ ଆଇଚର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଛି । ରାଜ୍ୟର ବିଭିନ୍ନ ଜିଲାରୁ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ ଏହି ଟୁର୍ଣ୍ଣାମେଣ୍ଟରେ । କଟକର ପିଡିସି ପାନ୍ଥର ଓ ବାଲେଶ୍ୱରର ଏସ୍.ଡି. ୱାରିୟର ମଧ୍ୟରେ ଅନୁଷ୍ଠିତ ଆଠ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ପିଡିସି ପାନ୍ଥର ୭ ଉଇକେଟରେ ଏସ୍.ଡି. ୱାରିଅରକୁ ହରାଇ ଚମ୍ପିୟନ୍ ହୋଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, କାଉନସିଲର ସୁବ୍ରତ ସାମଲ, ଯୁବନେତା ଅର୍ଜୁନ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆୟୋଜିତ ଉଦଯାପନୀ ଉତ୍ସବରେ ବିଜୟୀ ଦଳଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।

Related posts

କ୍ରିକେଟର ଗୋପୀନାଥଙ୍କ 96 ବର୍ଷ ବୟସରେ ଦେହାନ୍ତ…

Odisha Sports Bureau

୩ ଟି କାରଣ ପାଇଁ ସିଧାସଳଖ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିପାରେ ଚେନ୍ନାଇ ସୁପର କିଙ୍ଗ୍ସ

Odisha Sports Bureau

ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ; ଏହି 15 ଖେଳାଳି ସ୍ଥାନ ପାଇଲେ

Odisha Sports Bureau