Cricket

ହାଟଡିହିରେ ସର୍ବ ଭାରତୀୟ ମା ବାଶୁଳି କପ୍ ମହା ସମାରେହ ଅନୁଷ୍ଠିତ

ହାଟଡିହି : ଷଷ୍ଠ ବାର୍ଷିକ ସର୍ବଭାରୀୟ ମା ବାସୂଳି କପ୍ କ୍ରିକେଟ ହାଟଡିହି ରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୫ତାରିଖ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୨୨ ତାରିଖ ଫାଇନାଲ ଅନୁଷ୍ଠିତ ହେବ । ଆଜି ଶେଷ କ୍ୱାଟର ରେ ୟୁନାଇଟେଡ ବ୍ରହ୍ମପୁର ଓ ସାଉଥ୍ ରେଲୱେ ବୋକରୋ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଗମୀ ବର୍ଷ ଇଣ୍ଟର୍ନେସନାଲ ସ୍ତରରେ ଏହି ଖେଳ ହେବ ବୋଲି ଆୟୋଜକ ମାନେ ମତ ରଖିଛନ୍ତି ।

Related posts

ଆଇପିଏଲ: ଆଜି ଦିଲ୍ଲୀ-ବାଙ୍ଗାଲୋର ଓ ପଞ୍ଜାବ-ଲକ୍ଷ୍ନୌ ମଧ୍ୟରେ ହେବ କଡା ଟକ୍କର

Odisha Sports Bureau

ପ୍ରଥମ କ୍ୱାଲିଫାୟରରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଓ ୪ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ସାମ୍ନାସାମ୍ନି ହେବେ

ବିରାଟଙ୍କୁ ନେଇ ହରଭଜନଙ୍କ ଚମତ୍କାର ମନ୍ତବ୍ୟ

Odisha Sports Bureau