Tennis

ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଭାଗ ନେବେ ୪୫୦ ଜଣ

(ଓଡିଶା ସ୍ପୋର୍ଟ): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଷଷ୍ଠ ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଆସନ୍ତା୧୧ ତାରିଖରେ ଆୟୋଜନ ହେବ। ‘ଟେନିସ୍ ଫର ଫେଣ୍ଟ୍ରସିପ୍ ଆଣ୍ଡ ଫନ୍’ ସ୍ଲୋଗାନରେ ୮ଟି ଇଭେଣ୍ଟକୁ ନେଇ ଏହି ପ୍ରତିଯୋଗିତା ହେବ। ସାରା ଓଡ଼ିଶାରୁ ପ୍ରାୟ ୪୫୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେବେ। ୧୩ ତାରିଖରେ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ଏସିଇ ଟେନିସ୍ କ୍ଲବ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Related posts

କତର ଓପନ୍ ଫାଇନାଲରେ ପେତ୍ରା

Odisha Sports Bureau

ଚାର୍ଲସଟନ ଓପନ: କ୍ୱାଟର ଫାଇନାଲରେ ଭୋଜନିକି ଏବଂ ମାରିଆ ଲଢେଇ

ଫ୍ୟାନ୍ସ ତାରକା ଭେନେସା ସିଆରା କିଏ?

Odisha Sports Bureau