Hockey

ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆର ଦମଦାର ବିଜୟ

ଭୁବନେଶ୍ବର :ଶୁକ୍ରବାର ଅନୁଷ୍ଠିତ ହକି ବିଶ୍ବକପ୍ର ଦ୍ବିତୀୟ ମ୍ୟାଚ୍ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ମ୍ୟାଚ୍ । ଦ୍ବିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ଦଳ ମୁହଁମୁହିଁ ହୋଇଥିଲେ। ଫ୍ରାନ୍ସକୁ ୮ ଗୋଲରେ ପରାସ୍ତ କରି ଅଷ୍ଟ୍ରେଲିଆ ଦମଦାର ବିଜୟ ହାସଲ କରିଛି। ବିଶ୍ୱକପ୍ ଇତିହାସରେ ୩ ଥର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ଆରମ୍ଭରୁ ହିଁ ଦଳ ନିଜର ଦବ୍ଦବା ଜାହିର କରିଥିଲା।

 

Related posts

ମ୍ୟାଲେସିୟାକୁ ୧-୦ ଗୋଲରେ ପରାସ୍ତ କଲା ଭାରତୀୟ ମହିଳା ହକି ଟିମ

Odisha Sports Bureau

ପୁରୁଷ ହକିବିଶ୍ୱକପରେ ଖେଳାଳିଙ୍କ ଆଜିଠାରୁ ଘର ମୁହାଁ ପର୍ବ

Odisha Sports Bureau

ରାନୀ ରାମପାଲ: ଟୋକିଓରେ ଇତିହାସ ସୃଷ୍ଟି କରି ଦେଶକୁ ଗର୍ବିତ କରିବୁ

Odisha Sports Bureau