Cricket

ବାଙ୍ଗାଲୋର ଜିତିଲା ଟସ ; ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତ୍ତ

ବ୍ୟୁରୋ : ଆଇପିଏଲରେ ଆଜି ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ବାଙ୍ଗାଲୋର ଓ ଗୁଜୁରାଟ ମଧ୍ୟରେ ଖେଳାଯିବ । ଟସ ଜିତି ବ୍ୟାଟିଙ୍ଗ ନିଷ୍ପତ୍ତ ନେଇଛନ୍ତି ବାଙ୍ଗାଲୋର କ୍ୟାପଟେନ ଫାପ ଡୁ ପ୍ଲେସିସ । ପ୍ରଥମେ ବୋମିଙ୍ଗ କରିବ ପାଣ୍ଡ୍ୟାଙ୍କ ଟିମ ।

ସୂଚନାନୁଯାୟୀ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ବେଶ ଭଲ ପ୍ରଦର୍ଶନ କରୁଛି । ୮ ଟି ମ୍ୟାଚ ଖେଳି ୭ଟି ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ନୂଆ ଆଇପିଏଲ ଟାଇଟଲ ଦାବିଦାର ଭାବରେ ଦଳ ଉଭା ହୋଇଛି । ଦଳ ବ୍ୟାଟିଙ୍ଗ ବୋଲିଙ୍ଗ ସବୁ ଥିରେ ଭଲ ପ୍ରଦର୍ଶନ ଜାରି ରଖିଛି ।

Related posts

ଫ୍ଲେକ୍ସିବିଲିଟି ପ୍ରଶ୍ନ ଉପରେ କ୍ୟାପଟେନ ରୋହିତ ଶର୍ମାଙ୍କ ଜବାବ ଭାଇରାଲ

Odisha Sports Bureau

ନିଜକୁ ଜନ୍ମ ଦିନର ଭେଟି : ୪୯ତମ ଦିନିକିଆ ଶତକ ହାସଲ କରି ସଚିନଙ୍କ ସମକକ୍ଷ ହେଲେ ବିରାଟ କୋହଲି

Odisha Sports Bureau

ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ସର୍ବବୃହତ୍‌ ତଥା ସମ୍ମାନଜନକ ଏକାମ୍ର ସ୍ପୋଟର୍ସ ଲିଟେରାରି ଫେଷ୍ଟିଭାଲ।

Odisha Sports Bureau