More Sports

ମମତାଙ୍କୁ ଝଟକା: କ୍ରୀଡା ରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା

କୋଲକାତା: ପୁଣି ମମତା ବାନାର୍ଜୀଙ୍କୁ ଝଟକା । ମମତାଙ୍କ ମନ୍ତ୍ରୀ ମଣ୍ଡଳର କ୍ରୀଡା ରାଜ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟକରୁଥିବା ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା ସରକାରରୁ ଇସ୍ତଫା ଦେଇ ମମତାଙ୍କୁ ଝଟକା ଦେଇଛନ୍ତି । ଶୁକ୍ଳା କ୍ରୀଡାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମନ୍ତ୍ରୀପଦ ସହ ହାଓଡାର ଟିଏମସି ଜିଲ୍ଲା ସଭାପତି ପଦକୁ ମଧ୍ୟ ବାଏବାଏ କହିଛନ୍ତି । ସେ ତାଙ୍କ ଇସ୍ତଫାକତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଦେଇଛନ୍ତି । ତେବେ କାହିଁକି ଇସ୍ତଫା ଦେଇଛନ୍ତି ତାହା ଜଣାପଡିନାହିଁ । ତେବେ ଟିଏମସିର କାର୍ଯ୍ୟପ୍ରଣାଳିକୁ ନେଇ ସେ ଅସନ୍ତୁଷ୍ଟ ଥିବା କାରଣରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ୨୦୧୬ରେ ସେ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରେ ସାମିଲ ହୋଇଥିଲେ ।

Heat and dampness can destroy some medicines. cialis Keep the tablets in their pack until it is time to take them.

Related posts

ବିଶ୍ୱ ବିଜେତାଙ୍କୁ ହରାଇ ସେମିରେ କବିନ୍ଦର ସିଂହ

Odisha Sports Bureau

ବିଶ୍ୱ ପାରା ଦୌଡ଼କୁଦରେ କିଟ୍ ଛାତ୍ର ପ୍ରବୀଣଙ୍କୁ ରୌପ୍ୟ

ପୁରୁଷ ଓ ମହିଳା ପ୍ରଫେଶନାଲ ଟେନିସ ଟୁର୍ନାମେଣ୍ଟ ବାତିଲ

Odisha Sports Bureau