Cricket

ଧୋନିଙ୍କ ପାଇଁ ଆଇସିସି ଜାରି କରିଛି ଏକ ଭିଡ଼ିଓ , ଜାଣନ୍ତୁ ଏହାର କାରଣ

(ଓଡ଼ିଶା ସ୍ପୋର୍ଟ): ଆସନ୍ତାକାଲି ମେହେନ୍ଦ୍ର ସିଂ ଧୋନି ୩୮ ବର୍ଷରେ ପାଦ ଦେବେ । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଧୋନିଙ୍କ ପାଇଁ ଆଇସିସି ଏକ ଭିଡିଓ ଜାରି କରିଛି । .
ଭିଡିଓରେ ଆଇସିସି ଧୋନିଙ୍କୁ ଏମିତି ଜଣେ ଖେଳାଳି ଭାବେ ବର୍ଣ୍ଣନା କରିଛି ଯାହା ଭାରତୀୟ କ୍ରିକେଟପ୍ରେମୀଙ୍କୁ ଗର୍ବିତ କରିଛି । ଆଇସିସି କହିଛି, ଧୋନି ଏଭଳି ଜଣେ ଖେଳାଳି ଯିଏ ଭାରତର କ୍ରିକେଟର ପରିଭାଷାକୁ ବଦଳାଇ ଦେଇଛନ୍ତି । ଧୋନି କେବଳ ଏକ ନାଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା । ଧୋନି ଏମିତି ଜଣେ ଅଧିନାୟକ ଯାହାଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ, ଟି-୨୦ ବିଶ୍ୱକପ, ଚାମ୍ପିୟନ୍‌ସ ଟ୍ରଫି ଜିତିପାରିଛି । ଏହାଛଡା ଭାରତ ଧୋନିଙ୍କ ନେତୃତ୍ୱରେ ଟେଷ୍ଟ ଓ ଦିନିକିଆରେ ମଧ୍ୟ ଏକ ନମ୍ବର ହୋଇପାରିଛି ।

Related posts

ବିସିସିଆଇ ଚୟନ କରିପାରେ ଭାରତୀୟ ଦଳ ପାଇଁ ନୂତନ କୋଚ

ହାଟଡିହିରେ ସର୍ବ ଭାରତୀୟ ମା ବାଶୁଳି କପ୍ ମହା ସମାରେହ ଅନୁଷ୍ଠିତ

Odisha Sports Bureau

ଭାରତ – ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦, ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ

Odisha Sports Bureau