Cricket

ମହାପ୍ରଭୂଙ୍କୁ ପ୍ରଥମ ଟିକେଟ୍ ସମର୍ପଣ

ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ । ଯାହାକୁ ନେଇ ଅତି ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ଖେଳପ୍ରେମୀା ତେଣୁ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ, ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୂଙ୍କୁ ନିମନ୍ତ୍ରିତ କରିଛି ଓ.ସି.ଏ । ଓ.ସି.ଏ ସମ୍ପାଦକ ସଞ୍ଜୟ ବେହେରା,  ମହାପ୍ରଭୂଙ୍କୁ ପ୍ରଥମ ଟିକେଟ୍ ସମର୍ପଣ କରିଛନ୍ତି । ଏହା ସହ ମହାପ୍ରଭୂଙ୍କ ଦର୍ଶନ କରି, ମ୍ୟାଚର ପରିଚାଳନା ସୁରୁଖୁରୁରେ ସମ୍ପାଦନ ହେଉ ବୋଲି ପ୍ରାର୍ଥନା କରିଛନ୍ତି । ଟିମ୍ ଇଣ୍ଡିଆର ବିଜୟ ହେବା ନେଇ ମଧ୍ୟ କାମନା କରିଥିଲେ ।

Related posts

ହିଟମ୍ୟାନଙ୍କ ହାତରେ ବଡ ସଫଳତା

Odisha Sports Bureau

ଭାରତୀୟ କ୍ରିକେଟ ଦଳର ‌ନୂଆ ଜର୍ସିକୁ ଜେଠାଲାଲଙ୍କ ପୋଷାକ ସହ ତୁଳନା

ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ

Odisha Sports Bureau