Cricket

ଉମ୍ରାନ ମଲିକଙ୍କୁ ଅସମ୍ମାନ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ସୋହାଲି ଖାନ

ପାକିସ୍ତାନ : ଭାରତୀୟ ଟିମ୍ ର ସ୍ପିଡଷ୍ଟର ଉମ୍ରାନ ମଲିକଙ୍କୁ ଅସମ୍ମାନ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ସୋହାଲି ଖାନ। ଘରୋଇ କ୍ରିକେଟରେ ପାକିସ୍ତାନର ଉମ୍ରାନ ମଲିକଙ୍କ ଭଳି ଅନେକ ବୋଲର ପଡ଼ି ରହିଛନ୍ତି ବୋଲି ସେ କହିଛନ୍ତି । ୨୦୧୫ ବିଶ୍ୱକପ ବେଳେ ବିରାଟ କୋହଲିଙ୍କ ସହ ସୋହାଲି ଖାନଙ୍କ ବାକଯୁଦ୍ଧ ହୋଇଥିଲା । ଏ ସମ୍ପର୍କରେ ସେ ଖୁଲାସା କରି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ।ଗୋଟିଏ ପାକିସ୍ତାନୀ ଗଣମାଧ୍ୟମକୁ ସୂଚନା ଦେଇ ସୋହାଲି ଖାନ କହିଛନ୍ତି, “ମୁଁ ଭାବୁଛି ଭାରତ ପାଇଁ ଉମ୍ରାନ ମଲିକ ଜଣେ ଭଲ ବୋଲର। ତାଙ୍କର ଗୋଟିଏ-ଦୁଇଟି ମ୍ୟାଚ୍ ମୁଁ ଦେଖିଛି। ସେ ଜୋରରେ ଦୌଡ଼ୁ ଥିବା ବେଳେ ଅନ୍ୟ ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି।

Related posts

୫୦୦ତମ ମ୍ୟାଚରେ କୋହଲି ରଚିଲେ ଇତିହାସ

ଟିମ୍‌ ଇଣ୍ଡିଆକୁ ବଡ ଝଟକା, ଟିମର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ କରୋନା

ଆଣ୍ଠୁ ରେ ଆହାତ ଲାଗିଥିବା ଯୋଗୁ ଦିନିକିଆ ବିଶ୍ୱକପରୁ ବାଦ ପଡିଲେ କେନ୍ ୱିଲିୟମସନ