Hockey

ଆଜି ଠାରୁ ହକି ଲଢେଇ ପ୍ରଥମ ଦିନରେ ଦୁଇଟି ମ୍ୟାଚ୍

(ଓଡିଶା ସ୍ପୋର୍ଟ): ଆଜି ଠାରୁ ହକି ମହାସମର। ଗତକାଲି ଉଦଘାଟନୀ ଉତ୍ସବ ପରେ ଆଜି କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱ ପୁରୁଷ ହକିର ପ୍ରଥମ ମୁକାବିଲା। ଏହି ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବାର ସ୍ଥିର ହୋଇଛି। ବୁଧବାର ଅପରାହ୍ନ ୫ଟାରେ ବେଲଜିୟମ ଓ କାନାଡା ମଧ୍ୟରେ ମୁକାବିଲା ହେବା ସହ ଅପରାହ୍ନ ୭ଟାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ । ଡିସେମ୍ବର ୧୬ ପର୍ୟ୍ୟନ୍ତ ହକି ମହାକୁମ୍ଭ ଚାଲିବ।

Related posts

ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା

Odisha Sports Bureau

ଆଜି ହକି ବିଶ୍ୱକପରେ ପାକିସ୍ତାନର ଅଭିଯାନ ଆରମ୍ଭ

Odisha Sports Bureau

ନ୍ୟୁଜିଲାଣ୍ଡ ମାଟିରେ ଭାରତର ହକି ଦବଦବା, ଅପରାଜିତ ରହି ଜିତିଲା ସିରିଜ୍

Odisha Sports Bureau