Cricket

ହଂକଂ ସିକ୍ସ ୨୦୨୫ରେ ପାକିସ୍ତାନକୁ ପରାସ୍ତ କଲା ଭାରତ

ହଂକଂ ସିକ୍ସ ୨୦୨୫ରେ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରିଛି। ବର୍ଷା ପ୍ରଭାବିତ ପୁଲ୍ ସି ମ୍ୟାଚ୍‌ରେ ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଡକୱର୍ଥ-ଲୁଇସ୍ ପଦ୍ଧତି ଅନୁଯାୟୀ ପାକିସ୍ତାନକୁ ୨ ରନ୍‌ର ସୀମିତ ବ୍ୟବଧାନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୬ ଓଭରରେ ୪ ୱିକେଟ୍ ହରାଇ ୮୬ ରନ୍ କରିଥିଲା। ଜବାବରେ ପାକିସ୍ତାନ ତିନି ଓଭରରେ ୪୧ ରନ୍ କରିଥିଲା ​​କିନ୍ତୁ ଲଗାତାର ବର୍ଷା ଯୋଗୁଁ ଅମ୍ପାୟାର ଡକୱର୍ଥ-ଲୁଇସ୍ ପଦ୍ଧତି ଅବଲମ୍ବନ କରି ଭାରତକୁ ୨ ରନ୍‌ରେ ବିଜୟୀ ଘୋଷଣା କରିଥିଲେ।

India edge past Pakistan by 2 runs in rain-hit Hong Kong Sixes opener | Cricket News - Business Standard

Related posts

ଟିମ ଇଣ୍ଡିଆ ପାଇଁ ଖୁସି ଖବର,ରିଷଭଙ୍କ ହେବନି ଦ୍ୱିତୀୟ ଅପରେସନ

ଆଇପିଏଲ ୨୦୨୪ରେ ପନ୍ତଙ୍କ ଖେଳିବା ସୁନିଶ୍ଚିତ

Odisha Sports Bureau

ପିଙ୍କ ବଲ ଟେଷ୍ଟ ମ୍ୟାଚର ଟିକେଟ ଅର୍ଥ ଫେରାଇବ ସିଏବି

Odisha Sports Bureau