Cricket

ବାରବାଟୀରେ କ୍ରିକେଟ ମ୍ୟାଚ୍ : ୫ ଓ ୬ରେ ଟିକେଟ ବିକ୍ରି

କଟକ : ଫେବ୍ରୁଆରୀ ୯ରେ ବାରବାଟୀରେ ହେବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ୍ । ବାରବାଟୀ ଅନ୍ତର୍ଜାତୀୟ ମ୍ୟାଚ ପାଇଁ  ଫେବୃଆରୀ ୨ରୁ ଆରମ୍ଭ ହେବ ଟିକେଟ ବିକ୍ରି ।  ଉଭୟ ଅଫଲାଇନ ଏବଂ ଅନଲାଇନରେ ଟିକେଟ ବିକ୍ରି ହେବ । ୫ ଓ ୬ରେ ବାରବାଟୀ ମ୍ୟାଚ ପାଇଁ କାଉଁଣ୍ଟରରେ ଟିକେଟ ବିକ୍ରି ହେବ  । ଫେବୃଆରୀ ୨ ତାରିଖରେ ଅନଲାଇନରେ  ବିକ୍ରି ହେବ  ୪ ହଜାର ଟିକେଟ । କ୍ରୀଡା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କଟକ ଓସିଏ କାଯ୍ୟାଳୟରେ  ଏନେଇ ବୈଠକ ଆରମ୍ଭ ହୋଇଛି । ଫେବୃଆରୀ ୯ରେ ଭାରତ – ଇଂଲଣ୍ଡ ମଧ୍ୟରେ  ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯିବ । ଚଳିତ ଥର ଷ୍ଟାଡିୟମ ବାହାରେ ଫ୍ୟାନ ପାର୍କର ବ୍ୟବସ୍ଥା କରାଯିବ କହିଲେ ।

Related posts

ଇସଲାମାବାଦ ବିସ୍ଫୋରଣ ପରେ PCB ନେଲା ବଡ଼ କାର୍ଯ୍ୟାନୁଷ୍ଠାନ, ଶ୍ରୀଲଙ୍କା ଦଳର ସୁରକ୍ଷା ବୃଦ୍ଧି

Odisha Sports Bureau

ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଫ୍ରେଞ୍ଚ ଓପନ ଟାଇଟେଲ ଜିତି ଧୁମ୍ ମଚାଇଲେ ସାଇରାଜ – ଚିରାଗ

Odisha Sports Bureau