Cricket

ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା

ଭୁବନେଶ୍ୱର : ଟି-୨୦ ବିଶ୍ୱକପ୍ ଭାରତୀୟ ଦଳ ଘୋଷଣା ହୋଇଛି । ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା ନେଇ ସୂଚନା ଦେଇଛି ବିସିସିଆଇ ।ଟିମ୍ କୁ ଫେରିଲେ ଯଶ୍ୱପ୍ରିତ ବୁମରା ଓ ହର୍ଷଲ ପଟେଲ । ଟିମ୍ ଇଣ୍ଡିଆ ରେ ଅଛନ୍ତି ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର୍ ଅଶ୍ୱିନୀ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ । ଷ୍ଟାଣ୍ଟବାଏ ରେ ଅଛନ୍ତି ମହମ୍ମଦ ଶାମି, ଶ୍ରେୟାସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ।

Related posts

ସୌରଭ ଗାଙ୍ଗୁଲି ଟାଇଗର୍ସ ଅଫ୍ କୋଲକାତାରେ ସହ-ମାଲିକ ଏବଂ ପରାମର୍ଶଦାତା ଭାବରେ ଯୋଗ ଦେଇଛନ୍ତି

Odisha Sports Bureau

ଧୋନୀଙ୍କ ଅନୁପସ୍ଥିତିରେ ୪ର୍ଥ ଦିନିକିଆରେ ଅସହଜ ମନେ କଲେ: ବିରାଟ

Odisha Sports Bureau

ମଇଦାନରେ ଲମ୍ବା ସଟ ଖେଳିଲେ ରିଷଭ, ଭାଇରାଲ ହେଲା ଭିଡିଓ

Odisha Sports Bureau