Cricket

ଆଜିଠୁ ଭାରତର ଟି-୨୦ ବିଶ୍ୱକପ ଅଭିଯାନ

ଆଜିଠୁ ଭାରତର ବିଶ୍ୱକପ୍ ଅଭିଯାନ । ନବନିର୍ମିତ ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆୟରଲ୍ୟାଣ୍ଡ ବିପକ୍ଷରେ ଭାରତ ଗ୍ରୁପ ‘ଏ’ରେ ପ୍ରଥମ ମ୍ୟାଚ୍ ଖେଳିବ । ଗତ ଜାନୁଅ।।ରୀ;ରେ ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପରଠାରୁ ଭାରତ କୌଣସି ଟେଣ୍ଟି-୨୦ ମ୍ୟାଚ୍ ଖେଳିନାହିଁ । ତେବେ ଭାରତ ପାଇଁ ଏହା ଆଦୌ ଚିନ୍ତାର ବିଷୟ ନୁହେଁ । ଦଳର ସମସ୍ତ ଖେଳାଳି ୨ ମାସ ଧରି ଆଇପିଏଲ ଭଳି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ ଖେଳିଛନ୍ତି । ତେଣୁ ଏହି ମ୍ୟାଚକୁ ନେଇ ଭାରତୀୟ ଦଳ ବେଶ୍ ଉତ୍ସାହି ଅଛନ୍ତି ।

Related posts

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଟେଷ୍ଟ୍ କ୍ରିକେଟରେ ଅଗ୍ନି ପରୀକ୍ଷା ଦେବେ ଅଷ୍ଟ୍ରେଲିଆର ୫ ନବାଗତ ଖେଳାଳି

Odisha Sports Bureau

ପଡିଆରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଇଲେ ହାର୍ଦ୍ଦିକ; ଅଭ୍ୟାସ ମ୍ୟାଚରେ ଦେଖିବାକୁ ମିଳିଲା ହାଡୱାର୍କ

ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରିବା ପରେ ମଧ୍ୟ CSK ପ୍ଲେଅଫ୍ ଖେଳିପାରିବ, ଜାଣନ୍ତୁ କେମିତି ?