Football

ଲୋବେରା ହେଲେ ଓଡ଼ିଶା ଏଫସିର ମୁଖ୍ୟ ପ୍ରଶିକ୍ଷକ

ଭୁବନେଶ୍ୱର: ସ୍ପେନର ରଣବିତ୍ ସର୍ଜିଓ ଲୋବେରାଙ୍କୁ ଓଡ଼ିଶା ଏଫସି ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି । ସର୍ଜିଓ ପୂର୍ବରୁ ଆଇଏସ୍ଏଲ୍ରେ ଏଫ୍ସି ଗୋଆ ଓ ମୁମ୍ବାଇ ସିଟି ଏଫ୍ସିର ପ୍ରଶିକ୍ଷକ ରହିଥିଲେ। ତାଙ୍କ ପ୍ରଶିକ୍ଷଣରେ ଗୋଆ ଲିଗ୍ ସିଲ୍ଡ ଜିତିଥିବା ବେଳେ ୨୦୧୯ରେ ସୁପର କପ୍ ବିଜେତା ହୋଇଥିଲା। ଗୋଆ ଦଳକୁ ଶିଖରରେ ପହଞ୍ଚାଇବା ପରେ ସେ ମୁମ୍ବାଇ ସିଟି ଏଫ୍ସିର ଦାୟିତ୍ବ ନେଇଥିଲେ। ମୁମ୍ବାଇ ମଧ୍ୟ ତାଙ୍କ ପ୍ରଶିକ୍ଷଣରେ ଆଇଏସ୍ଏଲ୍ ଲିଗ୍ ବିଜେତା ହୋଇ ପ୍ଲେ ଅଫରେ ପହଞ୍ଚିଥିଲା । ଲୋବେରାଙ୍କ ଚମକ୍ରାର ପ୍ରଶିକ୍ଷଣ ପାଇଁ ଓଏଫସି ତାଙ୍କ ସହ ଆଗାମୀ ୨ବର୍ଷ ଲାଗି ଚୁକ୍ତି କରିଛି ।

Related posts

ଘରୋଇ ପଡ଼ିଆରେ ଓଡ଼ିଶା ଏଫସି: ଜାମସେଦପୁର ଏଫସି ସହ ଖେଳିବ ମ୍ୟାଚ

Odisha Sports Bureau

ଆଇଏସଏଲ୍ ୨୦୧୮: ରାହୁଲ ଭେକେଙ୍କ ନିର୍ଣ୍ଣାୟକ ଗୋଲର ସାହାଯ୍ୟରେ ବେଙ୍ଗଲୁରର ବିଜୟ, ପୁଣେ ୨-୧ଗୋଲ୍ ରେ ପରାସ୍ତ

Odisha Sports Bureau

ଫିଫା ବିଶ୍ୱକପ୍ : ଆଜିଠାରୁ ନକ୍ ଆଉଟ ରାଉଣ୍ଡ

Odisha Sports Bureau