ମାର୍ଚ୍ଚ ୨୬ରୁ ପି.ଏସ୍.ଏଲ । ପାକିସ୍ତାନ ସୁପର ଲିଗର ୧୧ତମ ସିଜିନ୍ ଆସନ୍ତା ବର୍ଷ ମାର୍ଚ୍ଚ ୨୬ ରୁ ମେ ୩ ପର୍ଯ୍ୟନ୍ତ ଖେଳାଯିବ । ଏହାକୁ ଦ୍ୱିତୀୟ ଥର ପାଇଁ, ଇଣ୍ଡିଆନ୍ ପ୍ରିମିୟର ଲିଗ ସହିତ ସମାନ ସମୟରେ ଅନୁଷ୍ଠିତ ହେବ। ଏ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ, ମୋହସିନ୍ ନକଭି ଘୋଷଣା କରିଛନ୍ତି। ନକଭି କହିଛନ୍ତି ଯେ, ଏହି ସମୟ ମଧ୍ୟରେ ପାକିସ୍ତାନ ଦଳର ଯେ କୌଣସି ଅନ୍ତର୍ଜାତୀୟ ସୂଚୀ ପରିବର୍ତ୍ତନ କରାଯିବ।
previous post
