Cricket

ମାର୍ଚ୍ଚ ୨୬ରୁ ପାକିସ୍ତାନ ସୁପର ଲିଗ

ମାର୍ଚ୍ଚ ୨୬ରୁ ପି.ଏସ୍.ଏଲ । ପାକିସ୍ତାନ ସୁପର ଲିଗର ୧୧ତମ ସିଜିନ୍ ଆସନ୍ତା ବର୍ଷ ମାର୍ଚ୍ଚ ୨୬ ରୁ ମେ ୩ ପର୍ଯ୍ୟନ୍ତ ଖେଳାଯିବ । ଏହାକୁ ଦ୍ୱିତୀୟ ଥର ପାଇଁ, ଇଣ୍ଡିଆନ୍ ପ୍ରିମିୟର ଲିଗ ସହିତ ସମାନ ସମୟରେ ଅନୁଷ୍ଠିତ ହେବ। ଏ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ, ମୋହସିନ୍ ନକଭି ଘୋଷଣା କରିଛନ୍ତି। ନକଭି କହିଛନ୍ତି ଯେ, ଏହି ସମୟ ମଧ୍ୟରେ ପାକିସ୍ତାନ ଦଳର ଯେ କୌଣସି ଅନ୍ତର୍ଜାତୀୟ ସୂଚୀ ପରିବର୍ତ୍ତନ କରାଯିବ।

Related posts

ଆଇସିସି ଟି୨୦ ପାଇଁ ୱେଷ୍ଟଇଣ୍ଡିଜ ଦଳ ଘୋଷଣା

ଆଇପିଏଲ୍‌-୨୦୨୨: ମୋଟ ୭୦ ମ୍ୟାଚ୍‌ରୁ ମୁମ୍ବାଇରେ ୫୫, ପୁଣେରେ ୧୫ ମ୍ୟାଚ୍‌

Odisha Sports Bureau

ବିରାଟଙ୍କ ଦିୱାନା ହେଲେ ପାକିସ୍ତାନ ଖେଳାଳି; ବିଜୟ ପରେ ବିରାଟଙ୍କୁ କଲେ ପ୍ରଶଂସା

Odisha Sports Bureau