Cricket

କାର ଉପରେ ସ୍ପାଇଡର ମ୍ୟାନ ପୋଜ ଦେଲେ ଶୁଭମନ ଗିଲ୍

ମୁମ୍ବାଇ : ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ ଶୁବମନ ଗିଲଙ୍କ ଭିଡିଓ ଭାଇରଲ ହୋଇଛି । ଯେଉଁଥିରେ ଶୁବମନ ମଝି ରାସ୍ତାରେ କାର ଉପରେ ଷ୍ଟଣ୍ଟ କରୁଥିବାର ନଜର ଆସିଛନ୍ତି । ଶୁବମନଙ୍କ ଏହି ଭିଡିଓ ଦେଖି ଫ୍ୟାନ୍ସ ସ୍ପାଇଡର ମ୍ୟାନ ବୋଲି କହୁଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି, ଚାଲୁଚାଲୁ ଶୁବମନ ଗିଲ ହଠାତ୍ କାର ଉପରେ ଚଢିଯାଇ ସ୍ପାଇଡର ମ୍ୟାନ ଭଳି ପୋଜ ଦେଉଛନ୍ତି । ଶୁବମନକୁ ଦେଖି ଫ୍ୟାନ୍ସ ଫଟୋ ଏବଂ ଭିଡିଓ କ୍ଲିକ୍ କରୁଛନ୍ତି ।
ଏହି ଭିଡିଓରେ ଶୁବମନ ଗ୍ରୀନ ରଙ୍ଗର ପ୍ରିଣ୍ଟେଡ ସାର୍ଟ ପିନ୍ଧି ମଝି ରାସ୍ତାରେ କାର ଉପରେ ଷ୍ଟଣ୍ଟ କରୁଥିବାର ନଜର ଆସିଛନ୍ତି । ଶୁବମନଙ୍କ ଏହି ଭିଡିଓ ଦେଖି ଫ୍ୟାନ୍ସ ସ୍ପାଇଡର ମ୍ୟାନ ବୋଲି କହୁଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି, ଚାଲୁଚାଲୁ ଶୁବମନ ଗିଲ ହଠାତ୍ କାର ଉପରେ ଚଢିଯାଇ ସ୍ପାଇଡର ମ୍ୟାନ ଭଳି ପୋଜ ଦେଉଛନ୍ତି।
ସୂଚନାଯୋଗ୍ୟ, ସ୍ପାଇଡର ମ୍ୟାନର ଆନିମେଟେଡ ସିକ୍ୱେଲକୁ ଲଞ୍ଚ କରିଛନ୍ତି ଶୁବମନ ଗିଲ୍ । ଶୁବମନଙ୍କ ଭଏସ ହିନ୍ଦୀ ଏବଂ ପଞ୍ଜାବ ଭାଷାରେ ଟ୍ରେଲର ଲଞ୍ଚ ହୋଇଛି । ଯେଉଁଥିରେ ଶୁବମନ ଡାଇଲଗ ମଧ୍ୟ କହୁଛନ୍ତି ।

 

Related posts

ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯିବ ଆଇପିଏଲର ୩୦ ତମ ମ୍ୟାଚ

Odisha Sports Bureau

ଗୌହାଟି ଟେଷ୍ଟରୁ ବାଦ ପଡିଲେ ଗିଲ୍, ଦଳର ନେତୃତ୍ୱ ନେବେ ଋଷଭ ପନ୍ତ

Odisha Sports Bureau

ଦଳକୁ ଫେରିବେ କ୍ରିକେଟର ଧନୁଷ୍କା ଗୁଣତିଲକା; ପ୍ରତିବନ୍ଧକ ହଟାଇଲା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ

Odisha Sports Bureau