Cricket

ଟିମ ସଦସ୍ୟଙ୍କୁ ହାଇଦ୍ରାବାଦୀ ବିରିୟାନୀ ଖୁଆଇଲେ ସିରାଜ

ହାଇଦ୍ରାବାଦ: ହାଇଦ୍ରାବାଦରେ ମହମ୍ମଦ ସିରାଜଙ୍କ ନୂଆ ଘରେ ବିରିୟାନି ପାର୍ଟି କଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଖେଳାଳି । ନିକଟରେ ହାଇଦ୍ରାବାଦ୍ର ଫିଲ୍ମ ନଗର ଜୁବଲି ହିଲ୍ସରେ ସିରାଜ ଏକ ନୂଆ ଘର କିଣିଛନ୍ତି । ସିରାଜ ତାଙ୍କ ନୂଆ ଘରକୁ ସମସ୍ତ ଖେଳାଳିଙ୍କୁ ରାତ୍ର ବୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ଏହି ପାର୍ଟିରେ ବିରାଟଙ୍କ ସମେତ ଅନ୍ୟ ଖେଳାଳିମାନେ ମଧ୍ୟ ଯୋଗ ଦେଇଥିଲେ । ତେବେ ବିରାଟଙ୍କୁ ନିଜ ଘରେ ପାଇ ସିରାଜ ବେଶ ଉତ୍ସାହିତ ଥିଲେ ।

Related posts

ପ୍ରଥମ ଟେଷ୍ଟ, ପାକିସ୍ତାନ୬ ଉଇକେଟରେ ପରାସ୍ତ

Odisha Sports Bureau

ଗାଡିଭିତରେ ରହି ପୋଜ ଦେଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି

Odisha Sports Bureau

ସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ

Odisha Sports Bureau