Swimming

କଳିଙ୍ଗ ଷ୍ଟାଡିୟମରେ ପିଲାମାନଙ୍କୁ ପହଁରା ଶିଖେଇଲେ ଷ୍ଟେପିନ ରାଇସ

(ଆଦର୍ଶ ରାଉତ): ଭୂବନେଶ୍ୱର ରେ ଦୁଇଦିନ ଧରି ଚାଲିଥିବା ଷ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ – ଏକାମ ଷ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ କୁ ଯୋଗ ଦେବାକୁ ଆସିଥିବା ସୁଇମିଙ୍ଗ ରେ ୩ଥର ଓଲିମ୍ପିକ ରେ ଗୋଲ୍ଡ ବିଜେତା ଷ୍ଟେପିନ ରାଇସି ଆଜି କଳିଙ୍ଗ ଷ୍ଟାଡିୟମରେ ଥିବା ବିଜୁ ପଟ୍ଟନାୟକ ସୁଇମିଙ୍ଗ ପୁଲ କମ୍ପେ୍ଲସ୍କ ରେ ସୁଇମିଙ୍ଗ କରୁଥିବା ପିଲାମାନଙ୍କୁ ସୁଇମିଙ୍ଗି ଶିଖାଇଥିଲେ । ସେଇ ସମୟ ର ଭିଡିଓ ସେ ସୋସିୟାଲ ସାଇଟ୍ ରେ ଅପଲୋଡ କରିଥିଲେ ।

ଷ୍ଟେପିନ ରାଇସି ନାମରେ ସୁଇମିଙ୍ଗ ରେ ୫ଟି ୱଲର୍ଡ ରେକର୍ଡ ରହିଚି । ୨୦୧୮ ଓ ୨୦୧୨ ଓଲିମ୍ପିକ ରେ ସୁଇମିଙ୍ଗ ପାଇଁ ସେ ୩ଟି ଗୋଲ୍ଡ ମେଡାଲ ଜିତିଛନ୍ତି । ଷ୍ଟଡିୟମର ଆଜିର ଏ ପ୍ରୟାସ ସୁଇମିଙ୍ଗ ଶିଖୁଥିବା ପିଲାମାନଙ୍କ ମନରେ ଉସାହ ଆଣିବ ।

Related posts

ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

Odisha Sports Bureau

ଚତୁର୍ଥ ବିଜୟ ସହିତ ସ୍ୱର୍ଣ୍ଣିମ ଚୌକା ଲଗାଇଲେ କୁଶାଗ୍ର

Odisha Sports Bureau

ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇପାରେ ଭାରତୀୟ ସନ୍ତରଣକାରୀ ଶିବିର

Odisha Sports Bureau