Cricket

ରାଜସ୍ଥାନ ରୟାଲସର ଦମଦାର ପ୍ରଦର୍ଶନ

ଗୌହାଟିରେ ଅନୁଷ୍ଠିତ ଏହି ମ୍ୟାଚରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ଆଜି ଦମଦାର ପ୍ରଦର୍ଶନ କରିଛନ୍ତି ।ଦିଲ୍ଲୀକୁ ଜିତିବାକୁ ହେଲ ୨୦୦ ଇହ ରନ କରିବାକୁ ପଡିବ । ଖଲିଲ ଅହମ୍ମଦଙ୍କ ପ୍ରଥମ ଓଭରରେ ଜୟସ୍ବାଲ ୫ଟି ଚୌକା ମାରି ୨୦ ରନ ସଂଗ୍ରହ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୮ରନ ଯୋଗ କରିଥିଲେ । ଜୟସ୍ବାଲ ୬୦ରନ କରି ଆଉଟ ହୋଇଥିବାବେଳେ ବଟଲର ନିଜର ବ୍ୟାଟିଂ ଜାରି ରଖି ୭୯ରନ କରିଥିଲେ । ଶେଷ ବେଳକୁ ସିମରନ ହେଟମେୟର ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୩୯ରନ କରିଥିଲେ ।
ରାଜସ୍ଥାନର ମୁକେଶ କୁମାର ୨ଟି ୱିକେଟ ନେଇଥିବାବେଳେ କୁଲଦୀପ ଓ ରଭମାନ ଗୋଟାଏ ଲେଖାଏଁ ୱିକେଟ ନେଇଛନ୍ତି । ଏବେଯାଏ ଦିଲ୍ଲୀ ୧୧୫ରେ ୫ ଟି ଉଇକେଟ ହରାଇଛି ।

Related posts

ଆଇପିଏଲର କ୍ୱାଲିଫାୟାର ଓ ଏଲିମିନେଟର ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭ

ଫାଇନାଲରେ ପରାଜୟ ପରେ ନିଜର ଯନ୍ତ୍ରଣା ବ୍ୟକ୍ତ କଲେ ଶୁଭମନ୍ ଗିଲ୍; ୧୬ରୁ ଘଣ୍ଟାରୁ ଅଧିକ ବିତିଯାଇଛି କିନ୍ତୁ….

Odisha Sports Bureau

ଏଣେକି ପଡିଆରେ ଆଘାତ ହେଲେ ଚିକିତ୍ସା ପାଇଁ ମିଳିବ ୪ମିନିଟ ସମୟ

Odisha Sports Bureau