Tag : 2031

Cricket

୨୦୩୧ ଦିନିକିଆ ବିଶ୍ୱକପ୍ ଆୟୋଜନ କରିବ ଭାରତ

Odisha Sports Bureau
କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ପୁଣିଥରେ ବିଶ୍ୱ କ୍ରିକେଟ୍‌ର ମହାକୁମ୍ଭ ଆୟୋଜନ କରିବ ଭାରତ। ୨୦୩୧ ମସିହାର ଆଇସିସି ଦିନିକିଆ ବିଶ୍ୱକପ୍ ଆୟୋଜନ ଦାୟିତ୍ୱ ଭାରତକୁ ମିଳିଛି। ଏହି ମେଗା...