Cricket୨୦୨୩ ଦିନିକିଆ ବିଶ୍ୱକପ ଟିମ ଘୋଷଣା କଲା ଅଷ୍ଟ୍ରେଲିଆOdisha Sports BureauAugust 7, 2023 by Odisha Sports BureauAugust 7, 2023089 ବ୍ୟୁରୋ : ୨୦୨୩ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଟିମ ଘୋଷଣା କରିଛି । ଟିମରେ ୧୮ ଜଣ ସଦସ୍ୟ ରହିଛନ୍ତି ଏବଂ ଲାବୁଶେନଙ୍କୁ ବାଦ ଦିଆଯାଇଛି । ଟିମରେ ଡେଭିଡ ଓ୍ଵାର୍ଣ୍ଣନର ସ୍ଥାନ ମିଳିଛି...