Cricketନିଷ୍ପତ୍ତି ବଦଳାଇଲେ ତମିମ୍, ନେବେ ନାହିଁ ଅବସରOdisha Sports BureauJuly 8, 2023 by Odisha Sports BureauJuly 8, 2023088 ଢାକା: ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିବାର ୨୪ ଘଣ୍ଟ ନପୁରୁଣୁ ବାଂଲାଦେଶ ଦିନିକିଆ ଦଳ ଅଧିନାୟକ ତମିମ୍ ଇକବାଲ୍ ତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହୃତ କରିନେଇଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହିତ ଆଲୋଚନା...