Cricketଖେଳରୁ ବାଦ୍ ପଡିଲେ ବୁମ୍ରା !Odisha Sports BureauJanuary 9, 2023 by Odisha Sports BureauJanuary 9, 20230153 ନୂଆଦିଲ୍ଲୀ: ଖେଳରୁ ବାଦ୍ ପଡିଲେ ବୁମ୍ରା । ଅନ୍ତର୍ଜାତୀୟ କ୍ରିକେଟକୁ ଯଶପ୍ରୀତ ବୁମ୍ରାଙ୍କ ଆଗମନ ଆହୁରି ହେବ ବିଳମ୍ବ । ପିଠି ଯନ୍ତ୍ରଣା ଯୋଗୁ ୨୦୨୨ ସେପ୍ଟେମ୍ବର ମାସରୁ କ୍ରିକେଟରୁ ଦୂରେଇ ଥିବା ବୁମ୍ରା...