Wrestlingକୁସ୍ତିଯୋଦ୍ଧାଙ୍କ ମହମବତି ଶୋଭାଯାତ୍ରାOdisha Sports BureauMay 24, 2023 by Odisha Sports BureauMay 24, 20230111 ନୂଆଦିଲ୍ଲୀ: ଯୌନ ନିର୍ଯ୍ୟାତନା ମାମଲାକୁ ନେଇ କୁସ୍ତିଯୋଦ୍ଧାମାନେ ଚଲାଇଥିବା ଆନ୍ଦୋଳନକୁ ମାସେ ପୂରିଲାଣି । ପ୍ରବଳ ଖରା ସତ୍ତ୍ବେ କୁସ୍ତିଯୋଦ୍ଧାମାନଙ୍କ ଆନ୍ଦୋଳନ ଜାରି ରହିଛି । ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ଶରଣ...