ସ୍ପେନରେ ଏକ କାର ଦୁର୍ଘଟଣାରେ ପର୍ତ୍ତୁଗାଲର ଦୁଇ ଫୁଟବଲ ତାରକାଙ୍କ ମୃତ୍ୟୁ ଘଟିଛି
ସ୍ପେନ-: ସ୍ପେନରେ ଏକ କାର ଦୁର୍ଘଟଣାରେ ପର୍ତ୍ତୁଗାଲର ଦୁଇ ଫୁଟବଲ ତାରକାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଡିଓଗୋ ଜୋଟା(୨୮) ଏବଂ ତାଙ୍କ ଭାଇ ଆନ୍ଦ୍ରେ ଫେଲିପେ(୨୬)। ଉଭୟ ଫୁଟବଲ ତାରିକା ପର୍ତ୍ତୁଗାଲର ପେନାଫିଲ...