Cricketମହିଳା ଏସିଆ କପ୍ ଟି-୨୦ ଫାଇନାଲରେ ଭାରତୀୟ ଦଳOdisha Sports BureauOctober 13, 2022 by Odisha Sports BureauOctober 13, 2022091 ରିପୋଟର୍ସ ଟୁଡେ ବ୍ୟୁରୋ : ଏସିଆ କପ ଟି-୨୦ରେ ଭାରତୀୟ ମହିଳା ଦଳ । ସେମିଫାଇନାଲ ମ୍ୟାଚ୍ରେ ଥାଇଲାଣ୍ଡକୁ ୭୪ ରନରେ ହରାଇ ଭାରତୀୟ ମହିଳା କ୍ରିକେଟ ଦଳ ଫାଇନାଲରେ ପହଁଚିଛି । ଆଜି...
Cricketଟ୍ରାଇ ସିରିଜରେ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନକୁ ୯ୱିକେଟରେ ପରାସ୍ତ କରିଛିOdisha Sports BureauOctober 11, 2022October 11, 2022 by Odisha Sports BureauOctober 11, 2022October 11, 20220109 ରିପୋଟର୍ସ ଟୁଡେ ବ୍ୟୁରୋ: ନ୍ୟୁଜିଲ୍ୟାଣ୍ଡ ସହଜରେ ପାକିସ୍ତାନର ୧୩୦-୭ ଅତିକ୍ରମ କରି ୯ୱିକେଟ ନେଇ ମ୍ୟାଚ ଜିତିଥିଲା । ସେଥିପାଇଁ ଫିନ ଆଲେନ ୬୨ରନ୍ କରିଥିଲେ । ଅପରପକ୍ଷେ ଡିଭନ କନୱେ ଅପରାଜିତ ୪୯...
Footballଓଡ଼ିଶାରେ ବଣ୍ଟନ ହେବ ୪୩ହଜାର ଫୁଟବଲ: ମୁଖ୍ୟମନ୍ତ୍ରୀOdisha Sports BureauOctober 10, 2022 by Odisha Sports BureauOctober 10, 20220112 ଭୁବନେଶ୍ୱର( ହରପ୍ରସାଦ ବିଶୋଇ): ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଫୁଟବଲ ଫର ଅଲ ଉଦଘାଟନ କରିଛନ୍ତି । ଓଡ଼ିଶାରେ ଫୁଟବଲର ମୁଳଦୁଆ ପକାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛନ୍ତି ନବୀନ ।...
Footballଫିଫା ପାଇଁ କଳିଙ୍ଗ ଷ୍ଟାଡ଼ିଅମ ରଙ୍ଗାରଙ୍ଗOdisha Sports BureauOctober 10, 2022 by Odisha Sports BureauOctober 10, 20220114 ଭୁବନେଶ୍ୱର : ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ବର୍ଷରୁ କମ ବିଶ୍ୱକପ ମହିଳା ଫୁଟବଲ । କଳିଙ୍ଗ ଷ୍ଟାଡ଼ିଅମରେ ଅନୁଷ୍ଠିତ ହେବ ଏହି ଫିଫା ବିଶ୍ୱକପ ।...