Tag : cm naveen pattnaik

Hockey

ଓଡ଼ିଶା ହକି ମେନ୍ସ ବିଶ୍ୱକପ ଟ୍ରଫି ଟୁରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଓଡିଶାର ସବୁ ଜିଲ୍ଲା ବୁଲିବ ଟ୍ରଫି

Odisha Sports Bureau
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫଆଇଏଚ୍ ଓଡ଼ିଶା ହକି ମେନ୍ସ ବିଶ୍ୱକପ ଟ୍ରଫି ଟୁରର କଲେ ଶୁଭାରମ୍ଭ । ଏହା ସହ ହକି ଇଣ୍ଡିଆ ସଭାପତି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ଟ୍ରଫି ହସ୍ତାନ୍ତର...