Cricketଶେଷ ଦିନିକିଆ ମ୍ୟାଚ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆOdisha Sports BureauOctober 31, 2018 by Odisha Sports BureauOctober 31, 201801338 ଭାରତୀୟ ଟିମ୍ ଗୁରୁବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ମ ତଥା ଶେଷ ଦିନିକିଆ ଖେଳିବ। ଏହି ମ୍ୟାଚ ଜିତି ଭାରତ ଶୃଙ୍ଖଳାକୁ ୩-୧ରେ ଶେଷ କରିବାକୁ ଲକ୍ଷ୍ୟ ରଖିବ। ଥିରୁବନନ୍ତପୁରମସ୍ଥିତ ୟୁନିଭରସିଟି ଷ୍ଟାଡିୟମରେ ଦିନିକିଆ ମୁକାବିଲା...
Cricketଭାରତୀୟ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ଚେତାବନୀOdisha Sports BureauOctober 30, 2018 by Odisha Sports BureauOctober 30, 201801284 ନବାଗତ ବାମହାତୀ ଭାରତୀୟ ଦ୍ରୁତ ବୋଲର ଖଲିଲ୍ ଅହମ୍ମଦଙ୍କୁ ଆଇସିସି ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଚେତାବନୀ ଦିଆଯାଇଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସୋମବାର ଏଠାରେ ଅନୁଷ୍ଠିତ ୪ର୍ଥ ଦିନିକିଆ ମ୍ୟାଚ୍ ସମୟରେ ଖଲିଲ୍...
Cricketବ୍ରାବୋର୍ଣ୍ଣ ଷ୍ଟାଡ଼ିୟମ୍ରେ ରୋହିତଙ୍କ ରେକର୍ଡ଼Odisha Sports BureauOctober 30, 2018 by Odisha Sports BureauOctober 30, 20180825 ସୋମବାର ଚତୁର୍ଥ ଦିନିକିଆରେ ଇତ୍ପିଜ୍କୁ ୨୨୪ ରନ୍ରେ ପରାସ୍ତ କରିଛି ଭାରତ । ଏହି ମ୍ୟାଚ୍ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡ଼ିୟମ୍ରେ ଖେଳା ଯାଇଥିଲା । ଗତକାଲି ମ୍ୟାଚ୍ରେ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୬୨...