Cricketକୋରୋନାରେ ଚାଲିଗଲେ କ୍ରିକେଟ ଜଗତର ମହାନାୟକOdisha Sports BureauMay 9, 2021 by Odisha Sports BureauMay 9, 20210209 ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟସ): ବଲିଉଡ୍ ଏବଂ ରାଜନୀତି ପରେ କୋରୋନାର କଳା ଛାୟା ଏବେ କ୍ରିକେଟ ଜଗତରେ ପଡ଼ିଛି। କୋରୋନାରେ ଆକ୍ରାନ୍ତ ହେଉଛନ୍ତି ଜଣଙ୍କ ପରେ ଜଣେ କିମ୍ବଦନ୍ତୀ। ତେବେ ଆଜି ଏହି କୋରୋନା କ୍ରିକେଟ...
Cricket୭ ୱିକେଟରେ ରାଜସ୍ଥାନକୁ ମାତ ଦେଲା ମୁମ୍ବାଇOdisha Sports BureauApril 29, 2021 by Odisha Sports BureauApril 29, 20210378 ନୂଆଦିଲ୍ଲୀ: ଚଳିତବର୍ଷ ଖରାପ ପରିସ୍ଥିତି ଦେଇ ଗତି କରୁଥିବା ଡିଫେଣ୍ଡିଂ ଚମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଛି ସାହାରା । ଚଳିତ ସିଜନରେ ବିଜୟ ପାଇଁ ସଂଘର୍ଷ କରୁଥିବା ମୁମ୍ବାଇ ଆଜି ଦୁଇଟି ମ୍ୟାଚ ପରେ...
Cricketଟ୍ରାକକୁ ଫେରୁଛି ଚେନ୍ନାଇ ଏକ୍ସପ୍ରେସOdisha Sports BureauApril 28, 2021 by Odisha Sports BureauApril 28, 20210198 ଦିଲ୍ଲୀ: ଶାହରୁଖ ଦୀପିକା ଅଭିନୀତ ଚେନ୍ନାଇ ଏକ୍ସପ୍ରେସ କଥା ଆମେ କହୁନୁ। ବରଂ ଆଇପିଏଲର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ କଥା କହୁଛୁ। ପ୍ରଥମ ୫ଟି ମ୍ୟାଚରୁ ୪ଟି ମ୍ୟାଚରେ ବିଜୟ...
Cricket ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ନେପାଳ ବିଜୟୀOdisha Sports BureauJanuary 29, 2019 by Odisha Sports BureauJanuary 29, 201901616 (ଓଡିଶା ସ୍ୱୋର୍ଟ):ନେପାଳ ର ଐତିହାସିକ ବିଜୟ । କ୍ରିକେଟ ଇତିହାସରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ସିରିଜ ବିଜୟୀ ହୋଇଛି। ସୋମବାର ସ୍ଥାନୀୟ ଆଇସିସି କ୍ରିକେଟ ଏକାଡେମୀଠାରେ ଘରୋଇ ୟୁଏଇ ବିପକ୍ଷରେ ଖେଳାଯାଇଥିବା ୩ୟ ଅନ୍ତର୍ଜାତୀୟ...
Cricketବୟସ ଓ ଫିଟ୍ନେସ୍ ସମସ୍ୟା ଯୋଗୁ ସବୁ ପ୍ରକାରର କ୍ରିକେଟ୍ରୁ ଅବସର ନେଲେ ମୁନାଫ ପଟେଲ୍Odisha Sports BureauNovember 10, 2018 by Odisha Sports BureauNovember 10, 20180739 (ଓଧିଶା ସ୍ପୋର୍ଟ): ଦୀର୍ଘ ୨୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଭାରତ ୨୦୧୧ରେ ବିଶ୍ୱକପ୍ ଜିତିଥିଲା। ଏହି ବିଜୟର ଅନ୍ୟତମ ନାୟକ ତଥା ଭାରତୀୟ ପେସ୍ ବାହିନୀର ମଙ୍ଗ ସମ୍ଭାଳିଥିବା ମୁନାଫ ପଟେଲ୍ ଆଜି...
Cricketପ୍ଲେଇଙ୍ଗ୍ ଇଲେଭେନକୁ ଫେରି ପାରନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡେ ଓ୍ଵାର୍ଣ୍ଣରOdisha Sports BureauNovember 8, 2018 by Odisha Sports BureauNovember 8, 201801202 ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡେ ଓ୍ଵାର୍ଣ୍ଣର ପ୍ଲେଇଙ୍ଗ୍ ଇଲେଭେନକୁ ଫେରି ପାରନ୍ତି । ଟିମ୍ ଇଣ୍ଡିଆ ବିପକ୍ଷ ସିରିଜରେ ଏହି ଦୁଇ କ୍ରିକେଟର ଖେଳି ପାରନ୍ତି । ସେମାନଙ୍କ ଉପରେ ଲାଗିଥିବା ବାସନ୍ଦାଦେଶ...
Cricketଭାରତ ବନାମ ଈଣ୍ଡିଜ ଟି ୨୦- ରୋହିତଙ୍କ ନୂଆ ରେକର୍ଡ଼ କରିବା ସମ୍ଭାବନାOdisha Sports BureauNovember 6, 2018November 6, 2018 by Odisha Sports BureauNovember 6, 2018November 6, 20180587 (ଓଡ଼ିଶାସ୍ପୋର୍ଟ): ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ନୂଆଁ ରେକର୍ଡ଼ ସ୍ଥାପନା କରିବା ପାଇଁ ୧୧ ରନ ଆବଶ୍ୟକ ଅଛି । ରୋହିତ ୮୫ ଟି ୨୦ ମ୍ୟାଚ୍ରେ ୨୦୯୨ ରନ ସଂଗ୍ରହ କରିଛନ୍ତି...
Cricketଓଡିଶା – ହରିୟାଣା ରଣଜୀ ମ୍ୟାଚOdisha Sports BureauNovember 3, 2018 by Odisha Sports BureauNovember 3, 20180655 (ଆଦର୍ଶ ରାଉତ) : ଓଡିଶା – ହରିୟାଣା ରଣଜୀ ମ୍ୟାଚ, ଆଜି ତୃତୀୟ ଦିନ ଓଡିଶା ର ପ୍ରଥମ ପାରି ୩୨୪ ରନ ରେ ଅଲଆଉଟ । ଫଳରେ ହରିୟାଣା ପ୍ରଥମ ଇନିଙ୍ଗ ରେ...
Cricketଆଜି ଭାରତ ଓ ଇଣ୍ଡିଜ୍ ମଧ୍ୟରେ ଶେଷ ଦିନିକିଆOdisha Sports BureauNovember 1, 2018 by Odisha Sports BureauNovember 1, 201801381 ଼ଇଣ୍ଡିଜ୍ ବିପକ୍ଷ ଶେଷ ଦିନିକିଆ ଆଜି, କ୍ରମାଗତ ଅଷ୍ଟମ ଶୃଙ୍ଖଳା ଲକ୍ଷ୍ୟରେ ଭାରତ। କେରଳର ଥିରୁବନ୍ତପୁରମ୍ ଗ୍ରିନ୍ ଫିଲ୍ ଡ ଇଣ୍ଟରନ୍ୟାସ୍ ନାଲ୍ ଷ୍ଟାଡିୟମ୍ ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ପଞ୍ଚମ...
Cricketଆଜି ଆରମ୍ଭ ହେଲା ରଣଜୀ ସିଜିନOdisha Sports BureauNovember 1, 2018 by Odisha Sports BureauNovember 1, 201801320 ଓଡିଶା ଓ ହରିୟାଣା ମଧ୍ୟରେ ଆଜି କିଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ପ୍ରଥମ ରଣଜି ମ୍ୟାଚ । ଓଡିଶା ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଛି । ଲଚଂ ବ୍ରେକ ସୁଧା...