Cricketସରିଲା କ୍ୱାରାଣ୍ଟାଇନ, ଆରମ୍ଭ ହେଲା ଅଭ୍ୟାସOdisha Sports BureauJuly 3, 2021 by Odisha Sports BureauJuly 3, 20210389 କଲମ୍ବୋ(ଓଡିଶା ସ୍ପୋର୍ଟସ): ଆସନ୍ତା ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଯାଉଛି ଭାରତ ଶ୍ରୀଲଙ୍କା ସିରିଜ । ଶିଖର ଧୱନଙ୍କ ଅଧିନାୟକତ୍ୱରେ ଦଳ ପ୍ରସ୍ତୁତ ହୋଇଛି ଶ୍ରୀଲଙ୍କା ବପକ୍ଷରେ ଲଢେଇ କରିବା ପାଇଁ । ସେଥିପାଇଁ...
More Sportsଖେଳ ରତ୍ନ ପୁରସ୍କାର ପାଇଁ ଦୁଇ କ୍ରିକେଟରଙ୍କ ନାମ ସୁପାରିଶOdisha Sports BureauJuly 1, 2021 by Odisha Sports BureauJuly 1, 20210175 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ୨୦୨୧ ବର୍ଷ ପାଇଁ ଆରମ୍ଭ ହୋଇଛି କ୍ରୀଡା ପୁରସ୍କାର ପ୍ରକ୍ରିୟା । କ୍ରୀଡା କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳୀମାନଙ୍କୁ ସମ୍ମାନିତ କରିବା ପାଇଁ କ୍ରୀଡା ଜଗତର ସର୍ବେଚ୍ଚ ସମ୍ମାନ ‘ଖେଳ...
Cricketଜାରି ହେଲା ଟି-ଟ୍ୱେଣ୍ଟି ବିଶ୍ୱକପ ସୂଚୀOdisha Sports BureauJune 29, 2021 by Odisha Sports BureauJune 29, 20210171 ଦୁବାଇ(ଓଡିଶା ସ୍ପୋର୍ଟସ): ୟୁଏଇରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପୁୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ । ପ୍ରଥମେ ଏହା ଭାରତରେ ହେବା ପାଇଁ ଆୟୋଜନ ହେବାକୁ ତିବା ବେଳେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି...
Cricketଶ୍ରୀଲଙ୍କା ଗସ୍ତ ପୂର୍ବରୁ କୋଚଙ୍କ ବଡ ମନ୍ତବ୍ୟOdisha Sports BureauJune 28, 2021June 28, 2021 by Odisha Sports BureauJune 28, 2021June 28, 20210191 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଆଜି ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ । ଆସନ୍ତା ମାସରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ । ଶ୍ରୀଲଙ୍କା ଗସ୍ତର କିିଛି ଠିକ...
Cricketଧୋନୀ ବିରାଟଙ୍କ ନେତୃତ୍ୱକୁ ନେଇ ପୁଣି ଚର୍ଚ୍ଚାOdisha Sports BureauJune 25, 2021 by Odisha Sports BureauJune 25, 20210181 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ବିଶ୍ୱ ଟେଷ୍ଟ ଚମ୍ପିୟନସିପରେ ଭାରତର ପରାଜୟ ପରେ ପ୍ରଶଂସକ ମାନଙ୍କ ମଧ୍ୟରେ ଅସନ୍ତୋଷ ଜୋର ଧରିଛି । ଅନେକ ଲୋକ କେହଲୀଙ୍କ ଅଧିନାୟକତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏଥିସହ...
Cricketବିଶ୍ୱ ଟେଷ୍ଟ ଚମ୍ପିଅନସିପକୁ ଘେରିଲା କଳା ବାଦଲOdisha Sports BureauJune 18, 2021 by Odisha Sports BureauJune 18, 20210565 ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ବିଶ୍ୱ ଟେଷ୍ଟ ଚମ୍ପିଅନସିପର ଫାଇନାଲ ମ୍ୟାଚକୁ ଢାଙ୍କିଛି ବର୍ଷାର କଳାବାଦଲ । ଫାଇନାଲ ମ୍ୟାଚର ଆଗାମୀ ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ଆଜି ଏହି ଫାଇନାଲ ମ୍ୟାଚର ଆରମ୍ଭ...
Cricket୭-ବର୍ଷ-ପରେ-ଟେଷ୍ଟ-ଖେଳିବ-ଭାରOdisha Sports BureauJune 17, 2021 by Odisha Sports BureauJune 17, 20210336 ବ୍ରିଷ୍ଟଲ(ଓଡିଶା ସ୍ପୋର୍ଟର୍ସ): ଦୀର୍ଘ ଦିନର ଅପେକ୍ଷା ଆଜି ଶେଷ ହୋଇଛି । ୭ ବର୍ଷପରେ ପୁଣିଥରେ ଧଳା ଜର୍ସିରେ ପଡିଆକୁ ଓହ୍ଲାଇଛି ଭାରତୀୟ ମହିଳା କ୍ରିକେଟ ଦଳ । ୨୦୧୪ ଦକ୍ଷିଣ ଆଫ୍ରିକା ବିପକ୍ଷ...
Cricketକନସେଣ୍ଟ୍ରେଟର୍ସ ଯୋଗାଇଲେ ଗବ୍ବରOdisha Sports BureauMay 15, 2021June 25, 2021 by Odisha Sports BureauMay 15, 2021June 25, 20210270 ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଦେଶକୁ କବଳିତ କରିଥିବା ମହାମାରୀ କୋରୋନା ପାଇଁ ସବୁଆଡ଼େ ହାହାକାର ପଡ଼ିଛି । ଏଭଳି ସଙ୍କଟ ସମୟରେ ଅକ୍ସିଜେନର ଅଭାବ ଦେଶବାସୀ ଏବଂ ସରକାରଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼...
Cricketକୋରୋନାରେ ଚାଲିଗଲେ ଆରପି ସିଂହଙ୍କ ବାପାOdisha Sports BureauMay 12, 2021May 12, 2021 by Odisha Sports BureauMay 12, 2021May 12, 20210200 ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): କୋରୋନା ଭୂତାଣୁର ପ୍ରଭାବରେ ସାରା ଦେଶ ଏବେ ହନ୍ତସନ୍ତ ହେଉଛି , ଯେଉଁଥିରୁ ବର୍ତ୍ତି ପାରି ନାହାନ୍ତି ସେଲିବ୍ରିଟି, କ୍ରିକେଟର କିମ୍ବା ସେମାନଙ୍କ ପରିବାର । ଏହି ରୋଗରେ ପୋକ ମାଛି...
Cricketଶ୍ରୀଲଙ୍କା ଗସ୍ତରେ ଯିବେ ନାହିଁ ବିରାଟ ରୋହିତOdisha Sports BureauMay 10, 2021 by Odisha Sports BureauMay 10, 20210224 ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ । ଏହି ଗସ୍ତରେ ତିନୋଟି ଦିନିକିଆ ଏବଂ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ତେବେ ଏହି ଟୁର ପାଇଁ...