Cricketଭାରତ ପାକିସ୍ତାନ ମୁକାବିଲାOdisha Sports BureauJuly 16, 2021 by Odisha Sports BureauJuly 16, 20210181 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆସନ୍ତା ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ପୁରୁଷ ବିଶ୍ୱକପ । ଏଥିପାଇଁ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସମସ୍ତଙ୍କ ନଜର...
Cricketଭାରତୀୟ ଖେଳାଳୀଙ୍କୁ କୋରୋନାOdisha Sports BureauJuly 15, 2021 by Odisha Sports BureauJuly 15, 20210383 ଲଣ୍ଡନ(ଓଡିଶା ସ୍ପୋର୍ଟସ): ଭାରତ-ଇଂଲଣ୍ଡ ସିରିଜ ପୂର୍ବରୁ ଭାରତୀୟ ଦଳର ଜଣେ ଖେଳାଳୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ଆକ୍ରାନ୍ତ ହୋଇଥିବା ଖେଳାଳୀଙ୍କ ନାମ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।...
Cricket୨୦୨୨ IPL ସିଜନକୁ ନେଇ ରୈନାଙ୍କ ଖୁଲାସାOdisha Sports BureauJuly 10, 2021 by Odisha Sports BureauJuly 10, 20210372 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆଇପିଏଲ ୨୦୨୨କୁ ନେଇ ଚର୍ଚ୍ଚା ଜୋର ଧରିବାକୁ ଲାଗିଲାଣି । ଏହି ସିଜନରେ ୮ ବଦଳରେ ୧୦ଟି ଟିମ ଖେଳିବାକୁ ଯାଉଛନ୍ତି । ଏ ନେଇ ଖେଳାଳୀମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ...
Cricketଭାରତ-ଶ୍ରୀଲଙ୍କା ସିରିଜ ଉପରେ କୋରୋନା କାୟାOdisha Sports BureauJuly 10, 2021 by Odisha Sports BureauJuly 10, 20210176 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆସନ୍ତା ୧୩ରେ ହେବାକୁ ତିବା ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଲାଗିଲା ବ୍ରେକ । ପୁଣି ସିରିଜ ଉପରେ କାରୋନାର ପ୍ରଭାବ ଦେଖାଦେଇଛି । କୋରୋନାରେ ଶ୍ରୀଲଙ୍କାର କିଛି ସଦସ୍ୟ...
Cricketସିରିଜରୁ ଓହରିଲେ ମାଥ୍ୟୁସOdisha Sports BureauJuly 9, 2021July 9, 2021 by Odisha Sports BureauJuly 9, 2021July 9, 20210171 କଲମ୍ବୋ(ଓଡିଶା ସ୍ପୋର୍ଟସ): ଅସନ୍ତା ୧୩ ତାରିଖରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଘରୋଇ ସିରିଜ । ଏହି ସିରିଜରେ ୩ଟି ଦିନିକିଆ ଏବଂ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ତେବେ ଏହି ସିରିଜରୁ ଶ୍ରୀଲଙ୍କାର...
Cricketକ୍ରିକେଟ ପରେ ଶିକ୍ଷକ ହେବେ ଧୋନୀOdisha Sports BureauJuly 8, 2021 by Odisha Sports BureauJuly 8, 20210384 ରାୟପୁର(ଓଡିଶା ସ୍ପୋର୍ଟସ): କ୍ରିକେଟରୁ ଅବସର ନେବା ପରେ ଏବେ ଶିକ୍ଷକ ହେବାକୁ ମନ ବଳାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ତଥା ପୃତିବୀର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । କ୍ରିକେଟରେ ତାଙ୍କୁ ଅନେକ ଯୁବ...
Cricketଶୁଭମନ ଗିଲଙ୍କ ବିକଳ୍ପକୁ ନାOdisha Sports BureauJuly 8, 2021July 8, 2021 by Odisha Sports BureauJuly 8, 2021July 8, 20210199 ମୁମ୍ବାଇ(ଓଡିଶା ସ୍ପୋର୍ଟସ): ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଆହତ ହୋଇଛନ୍ତି ଟିମ ଇଣ୍ଡିଆର ଯୁବ ଓପନର ଶୁଭମନ ଗିଲ । ତେଣୁ ତାଙ୍କ ବିକଳ୍ପକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଏବେ...
Cricketଭାରତ-ଶ୍ରୀଲଙ୍କା ସିରିଜ ଭିତରେ ପଶିଲା ଇଂଲଣ୍ଡOdisha Sports BureauJuly 7, 2021 by Odisha Sports BureauJuly 7, 20210164 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଭାରତ ଏବଂ ଶ୍ରୀଲଙ୍କା ସିରିଜକୁ ନେଇ ବଢିଲା ଆଶଙ୍କା । ଇଂଲଣ୍ଡ ଦଳର ୭ ଜଣ ସଦସ୍ୟ କୋରୋନା ଆକ୍ରାନ୍ତ ହେବା ପରେ ଏହି ସିରିଜ ଉପରେ କଳା ବାଦଲ ଛାଇ...
Cricketଏଣିକି ଷ୍ଟାଡିୟମରେ ମ୍ୟାଚ ଦେଖିବେ କ୍ରିକେଟ ପ୍ରେମୀOdisha Sports BureauJuly 6, 2021 by Odisha Sports BureauJuly 6, 20210169 ନୂଅ।।ଦିଲ୍ଳୀ(ଓଡିଶା ସ୍ପୋର୍ଟସ): କ୍ରିକେଟ ପ୍ରେମୀ ଏବଂ ଫ୍ୟାନ୍ସମାନଙ୍କ ପାଇଁ ଆସିଲା ଖୁସି ଖବର । ଖୁବ ଶୀଘ୍ର ଷ୍ଟାଡିୟମରେ ବସି କ୍ରିକେଟର ମଜା ନେଇ ପାରିବେ ଦର୍ଶକ । ପୁଣି ଖଚାଖଚ ଦର୍ଶକମାନଙ୍କୁ ନେଇ...
Cricketଇଂଲଣ୍ଡରେ ମିତାଲୀଙ୍କ ରାଜOdisha Sports BureauJuly 5, 2021 by Odisha Sports BureauJuly 5, 20210277 ୱର୍ସେଷ୍ଟର(ଓଡିଶା ସ୍ପୋର୍ଟସ) : ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ବିଜୟ ହାସଲ କରିଛି ଭାରତୀୟ ମହିଳା କ୍ରିକେଟ ଟିମ । ଏହି ମ୍ୟାଚକୁ ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଧିନାୟକ ମିତାଲୀ ରାଜ...