Cricket

ଭାରତ-ଶ୍ରୀଲଙ୍କା ସିରିଜ ଭିତରେ ପଶିଲା ଇଂଲଣ୍ଡ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଭାରତ ଏବଂ ଶ୍ରୀଲଙ୍କା ସିରିଜକୁ ନେଇ ବଢିଲା ଆଶଙ୍କା । ଇଂଲଣ୍ଡ ଦଳର ୭ ଜଣ ସଦସ୍ୟ କୋରୋନା ଆକ୍ରାନ୍ତ ହେବା ପରେ ଏହି ସିରିଜ ଉପରେ କଳା ବାଦଲ ଛାଇ ଯାଇଛି । ଇଂଲଣ୍ଡ ଗସ୍ତରେ ଯାଇଥିବା ଶ୍ରୀଲଙ୍କା ଦଳର ସଦସ୍ୟମାନଙ୍କୁ ଘରକୁ ଫେରିବା ନେଇ ଲାଗୁ ହୋଇଛି କଟକଣା । ଇଂଲଣ୍ଡ ବିରୁଦ୍ଧରେ ସିରିଜ ଖେଳିବା ପରେ ଖେଳାଳୀମାନଙ୍କୁ ଘରକୁ ଫେରିବା ପରିବର୍ତ୍ତେ ଆଇସୋଲେସନରେ ରଖିବବାକୁ ନିର୍ଣ୍ଣୟ ନେଇଛି ଶ୍ରୀଲଙ୍କା ବୋର୍ଡ ।
ଆଜି କଲୋମ୍ବୋରେ ପହଞ୍ଚିବ ଇଂଲଣ୍ଡ ଗସ୍ତରେ ଯାଇଥିବା ଶ୍ରୀଲଙ୍କା ଦଳ । ଏହାପରେ ସେମାନଙ୍କର ଟେଷ୍ଟ କରାଯାଇ ଦ୍ୱିତୀୟ ବାୟୋ ବବଲରେ ପବେଶ କରାଯିବ । ଯଦି କେହି ବି ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ସେ ଟେଷ୍ଟଂ ସହିତ ପୃଥକବାସ ନିୟମ ପାଳନ କରିବେ ।

Related posts

ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଇଂଲଣ୍ଡ ଯିବ ଟିମ ଇଣ୍ଡିଆ

୨୦ ବର୍ଷ ତଳର ବଦଲା ନେବ ଭାରତ; ଅଷ୍ଟ୍ରେଲିଆକୁ ଦେବ ମୁହଁତୋଡ ଜବାବ

Odisha Sports Bureau

ସିଡନୀ ଟେଷ୍ଟ: ୩୩୮ରେ ଅଷ୍ଟ୍ରେଲିଆର ଅଲ୍ ଆଉଟ୍, ଜାଡେଜାଙ୍କୁ ୪ ୱିକେଟ

Odisha Sports Bureau