Cricketଫିଲ୍ମରେ ଧୋନିଙ୍କ ଅଭିନୟକୁ ନେଇ ମତ ରଖିଲେ ସାକ୍ଷୀOdisha Sports BureauJuly 26, 2023 by Odisha Sports BureauJuly 26, 2023095 ରିପୋଟର୍ସ ଟୁଡେ ବ୍ୟୁରୋ: ମହେନ୍ଦ୍ର ସିଂ ଧୋନି ଅଭିନୟ ଦୁନିଆରେ ପାଦ ଥାପିବେ ବୋଲି ଅନେକ ଦିନରୁ ଖବର ଶୁଣିବାକୁ ମିଳୁଛି। ଏହି ଖବରକୁ ନେଇ ପତ୍ନୀ ସାକ୍ଷୀ ମଧ୍ୟ ନିଜର ମତାମତ ରଖିଛନ୍ତି।...