ଜାତୀୟ କ୍ରୀଡ଼ାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଜିମ୍ନାଷ୍ଟିକ ଷ୍ଟାର ପ୍ରଣତୀ ନାୟକ
ଭୁବନେଶ୍ୱର: ଜାତୀୟ କ୍ରୀଡାରେ ସଫଳତା ପାଇଛନ୍ତି ଜିମ୍ନାଷ୍ଟିକ ଷ୍ଟାର ପ୍ରଣତୀ ନାୟକ । ଏହି ସଫଳତା ପାଇଁ ୨୩ ଲକ୍ଷ ଟଙ୍କା ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରତି ଯୋଗିତାରେ ୪ଟି...