Cricketଦୁଇଟି ନୂଆ ଦଳ ପାଇଁ ଅଧିନାୟକ ଘୋଷଣା କଲା ମୁମ୍ବାଇ ଇଣ୍ଡିଆନ୍ସOdisha Sports BureauDecember 2, 2022December 2, 2022 by Odisha Sports BureauDecember 2, 2022December 2, 2022093 ନୂଆଦିଲ୍ଲୀ: ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଏହାର ଦୁଇଟି ଟିମ୍ ମୁମ୍ବାଇ ଏମିରେଟ୍ସ ଏବଂ ମୁମ୍ବାଇ କେପଟାଉନ୍ ଦଳ ପାଇଁ ଅଧିନାୟକ ଘୋଷଣା କରିଛି । ୱଷ୍ଟେଇଣ୍ଡିଜ୍ କ୍ରିକେଟର କିରଣ ପୋଲାର୍ଡ ଏବଂ ଅଫାଗାନିସ୍ଥାନର ରସିଦ...