Cricketଭାରତ ଓ ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭOdisha Sports BureauMarch 4, 2022 by Odisha Sports BureauMarch 4, 20220283 ମୋହାଲି: ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ପଞ୍ଜାବର ମୋହାଲିସ୍ଥିତ ‘ଆଇଏସ୍ ବିନ୍ଦ୍ରା ପିସିଏ ଷ୍ଟାଡିୟମରେ ଆୟୋଜିତ ହୋଇଛି ଏହି ମ୍ୟାଚ । ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଭାରତ ୧...