ଜାତୀୟ ବଧିର ଟ୍ୱେଣ୍ଟି-୨୦ ପ୍ରତିଯୋଗିତା: ଓଡ଼ିଶା ଦଳ ଘୋଷିତ
ଭୁବନେଶ୍ବର: ସେପ୍ଟେମ୍ବର-ଅକ୍ଟୋବରରେ ଓଡ଼ିଶାରେ ଖେଳାଯିବାକୁ ଥିବା ଜାତୀୟ ବଧିର ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ହାଇଟେକ୍ ଗ୍ରୁପର କ୍ରୀଡ଼ା ନିର୍ଦ୍ଦେଶକ ଲଳିତ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ଦଳ ଚୟନ...
