Cricketପାକିସ୍ତାନ ଲେଖା ଜର୍ସି ପିନ୍ଧି ଏସିଆ କପ ଖେଳିବ ଭାରତOdisha Sports BureauAugust 10, 2023 by Odisha Sports BureauAugust 10, 2023093 ବ୍ୟୁରୋ: ଚଳିତ ମାସରେ ଆରମ୍ଭ ହେବ ଏସିଆ କପ୍ । ଏସିଆ କପ ଅଗଷ୍ଟ ୩୦ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏଥର ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯାଉଥିବାରୁ,...