Tag : ONE DAY WORLD CUP 2023

Cricket

ବିଶ୍ୱକପ ପୂର୍ବରୁ ଅପଗ୍ରେଡ଼ ହେବ ୭ଟି ଷ୍ଟାଡିୟମ, ପ୍ରତି ଷ୍ଟାଡିୟମକୁ ୫୦ କୋଟି ଟଙ୍କା ଦେବ ବିସିସିଆଇ

ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ରେ ଅହମଦାବାଦରେ ଖେଳାଯିବ | ଏଥିପାଇଁ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି | ଯେହେତୁ ଭାରତରେ ବିଶ୍ୱକପ ଅନୁଷ୍ଠିତ ହେବ, ତେଣୁ ବିସିସିଆଇ ଷ୍ଟାଡିୟମଗୁଡିକର...